ଜୁନ୍ ସୁଦ୍ଧା ରାଜ୍ୟରୁ ଚେକ୍ ଗେଟ୍ ଉଠାଇ ଦେବା ନେଇ କେନ୍ଦ୍ର ସହିତ ଚାଲିଛି ବିଚାରବିମର୍ଶ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ସୁଦ୍ଧା ରାଜ୍ୟରୁ ଚେକ୍ ଗେଟ୍ ହଟାଇବା ନେଇ କେନ୍ଦ୍ର ସରକାରଙ୍କ ସହିତ ବିଚାରବିମର୍ଶ ଚାଲିଛି। ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ। ଏନେଇ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନ ଓ ଛତିଶଗଡ଼ରେ ଚେକ୍ ଗେଟ୍ ହଟାଇ ଦିଆଯାଇଛି। ସେହିଭଳି ଓଡ଼ିଶାରେ ମଧ୍ୟ ଚେକ୍ ଗେଟଗୁଡ଼ିକୁ ସଂପୂର୍ଣ୍ଣ ହଟାଇ ଦିଆଯିବା ନେଇ କେନ୍ଦ୍ର ସରକାରଙ୍କ ସହିତ ବିଚାରବିମର୍ଶ ଚାଲିଛି। ସହମତି ମିଳିଲେ ଆସନ୍ତା ଜୁନ୍ […]

pradeepamata

pradeepamata

Rakesh Mallick
  • Published: Monday, 07 December 2015
  • Updated: 07 December 2015, 08:30 AM IST

Sports

Latest News

ଭୁବନେଶ୍ୱର: ଜୁନ୍ ସୁଦ୍ଧା ରାଜ୍ୟରୁ ଚେକ୍ ଗେଟ୍ ହଟାଇବା ନେଇ କେନ୍ଦ୍ର ସରକାରଙ୍କ ସହିତ ବିଚାରବିମର୍ଶ ଚାଲିଛି। ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ। ଏନେଇ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନ ଓ ଛତିଶଗଡ଼ରେ ଚେକ୍ ଗେଟ୍ ହଟାଇ ଦିଆଯାଇଛି। ସେହିଭଳି ଓଡ଼ିଶାରେ ମଧ୍ୟ ଚେକ୍ ଗେଟଗୁଡ଼ିକୁ ସଂପୂର୍ଣ୍ଣ ହଟାଇ ଦିଆଯିବା ନେଇ କେନ୍ଦ୍ର ସରକାରଙ୍କ ସହିତ ବିଚାରବିମର୍ଶ ଚାଲିଛି। ସହମତି ମିଳିଲେ ଆସନ୍ତା ଜୁନ୍ ସୁଦ୍ଧା ରାଜ୍ୟରୁ ଚେକ୍ ଗେଟଗୁଡ଼ିକୁ ହଟାଇ ଦିଆଯିବ।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଚେକଗେଟରେ ଟିକସ ଫାଙ୍କିବା ନେଇ ତାଙ୍କ ପାଖରେ ଅଭିଯୋଗ ହୋଇଛି। ଏହାକୁ ରୋକିବାକୁ ଯଥାସମ୍ଭବ ଉଦ୍ୟମ କରାଯାଉଛି। ସେହିଭଳି କିଛି ବିଧାୟକ ଚେକ ଗେଟଗୁଡ଼ିକରେ ହେଉଥିବା ଦୁର୍ନୀତି ନେଇ ମଧ୍ୟ ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଥିଲେ ଯେ ଏଦିଗ ଉପରେ ମଧ୍ୟ ଦୃଷ୍ଟି ଦିଆଯିବ। ବିଧାୟକମାନେ କହିଥିଲେ ଯେ ବିଭାଗୀୟ କର୍ମଚାରୀମାନଙ୍କର ଦଲାଲଙ୍କ ସହିତ ସଂପର୍କ ରହିଛି। ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଦୁର୍ନୀତି ଯୋଗୁଁ ରାଜ୍ୟ ତହବିଲରୁ ଶହ ଶହ କୋଟି ଟଙ୍କା କ୍ଷତି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story