‘ଚଷା ପୁଅ ଚଷା ଭାଇଙ୍କ କଥା ବୁଝିବ’

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମନ୍ତ୍ରିମଣ୍ଡଳରୁ ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ ତାଙ୍କ ହାତରେ ଥିବା କୃଷି ଓ ମତ୍ସ୍ୟ ପଶୁ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ। ଦାୟିତ୍ୱ ନେବା ପରେ ମହାରଥୀ କହିଛନ୍ତି-&ldquo;ଚଷା ପୁଅ ଚଷା ଭାଇଙ୍କ କଥା ବୁଝିବ। ମୁଖ୍ୟମନ୍ତ୍ରୀ ଯେଉଁ ବିଶ୍ୱାସ ରଖି ମୋତେ ଦାୟିତ୍ୱ ଦେଇଛନ୍ତି, ତାହାକୁ ସୂଚାରୁରୂପେ ସମ୍ପାଦନ କରିବି।&rdquo;</p> <p>ଅଧିକ ଦାୟିତ୍ୱ ମିଳିଥିବାରୁ ଚାପ ରହିବାକୁ ନେଇ ସେ କହିଛନ୍ତି-&ldquo;କୃଷି ବିଭାଗ ହେଉଛି ଏକ ବଡ଼ ବିଭାଗ। ଏହା ଚାପ ନୁହେଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।&rdquo;</p>

Ordigital Desk
  • Published: Saturday, 23 December 2017
  • Updated: 23 December 2017, 06:44 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମନ୍ତ୍ରିମଣ୍ଡଳରୁ ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ ତାଙ୍କ ହାତରେ ଥିବା କୃଷି ଓ ମତ୍ସ୍ୟ ପଶୁ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ। ଦାୟିତ୍ୱ ନେବା ପରେ ମହାରଥୀ କହିଛନ୍ତି-&ldquo;ଚଷା ପୁଅ ଚଷା ଭାଇଙ୍କ କଥା ବୁଝିବ। ମୁଖ୍ୟମନ୍ତ୍ରୀ ଯେଉଁ ବିଶ୍ୱାସ ରଖି ମୋତେ ଦାୟିତ୍ୱ ଦେଇଛନ୍ତି, ତାହାକୁ ସୂଚାରୁରୂପେ ସମ୍ପାଦନ କରିବି।&rdquo;</p><p>ଅଧିକ ଦାୟିତ୍ୱ ମିଳିଥିବାରୁ ଚାପ ରହିବାକୁ ନେଇ ସେ କହିଛନ୍ତି-&ldquo;କୃଷି ବିଭାଗ ହେଉଛି ଏକ ବଡ଼ ବିଭାଗ। ଏହା ଚାପ ନୁହେଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos