ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କ୍ୟାପଟେନ୍‌ ଅମରିନ୍ଦର ସିଂହ

ଚଣ୍ଡିଗଡ଼: ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କ୍ୟାପଟେନ୍‌ ଅମରିନ୍ଦର ସିଂହ। କ୍ୟାପଟେନଙ୍କ ସହ ୯ ଜଣିଆ ମନ୍ତ୍ରିମଣ୍ଡଳନ ମଧ୍ୟ ଶପଥ ନେବେ। ସକାଳ ୧୦ରେ ରାଜଭବନରେ ହେବ ଶପଥଗ୍ରହଣ ଉତ୍ସବ। ରାଜ୍ୟପାଳ ଭିପିସିଂ ବଦ୍‌ନୋର ଶପଥପାଠ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ମନ୍ତ୍ରିମଣ୍ଡଳରେ କ୍ରିକେଟର ତଥା ବିଧାୟକ ନବଜୋତ ସିଂହ ସିଦ୍ଧୁ ସାମିଲ ହେବା ଏକ ପ୍ରକାର ପକ୍କା ହୋଇଛି। ତେବେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳୁଛି ନା ଆଉ କଣ ତାକୁ […]

amarinder

amarinder

Rakesh Mallick
  • Published: Thursday, 16 March 2017
  • Updated: 16 March 2017, 10:45 AM IST

Sports

Latest News

ଚଣ୍ଡିଗଡ଼: ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କ୍ୟାପଟେନ୍‌ ଅମରିନ୍ଦର ସିଂହ। କ୍ୟାପଟେନଙ୍କ ସହ ୯ ଜଣିଆ ମନ୍ତ୍ରିମଣ୍ଡଳନ ମଧ୍ୟ ଶପଥ ନେବେ। ସକାଳ ୧୦ରେ ରାଜଭବନରେ ହେବ ଶପଥଗ୍ରହଣ ଉତ୍ସବ। ରାଜ୍ୟପାଳ ଭିପିସିଂ ବଦ୍‌ନୋର ଶପଥପାଠ ପଦ ଓ ଗୋପନୀୟତାର ଶପଥପାଠ କରାଇବେ।

ମନ୍ତ୍ରିମଣ୍ଡଳରେ କ୍ରିକେଟର ତଥା ବିଧାୟକ ନବଜୋତ ସିଂହ ସିଦ୍ଧୁ ସାମିଲ ହେବା ଏକ ପ୍ରକାର ପକ୍କା ହୋଇଛି। ତେବେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳୁଛି ନା ଆଉ କଣ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।

ଏହି ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି, ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ, ଫାରୁକ ଅବ୍‌ଦୁଲା, ଓମର ଅବଦୁଲ୍ଲା, ଅଖିଳେଶ ଯାଦବ, ପି.ଚିଦାମ୍ୱରମ, କପିଲ ଶିବଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story