ଶ୍ରୀମନ୍ଦିରରେ ପଡ଼ିଲା ରକ୍ତ, ମନ୍ଦିର ଶୋଧ ସହ ମହାସ୍ନାନ ହେବ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି। ମନ୍ଦିରରେ ରକ୍ତ ପଡ଼ିଥିବା ଯୋଗୁଁ ମନ୍ଦିର ଶୋଧ ସହ ମହାସ୍ନାନ କରାଯିବ। ଆଜି ଶ୍ରୀମନ୍ଦିରର କଳାହାଟ ଦ୍ୱାର ପାଖରେ ଜଣେ ପାଳିଆ ସେବାୟତଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡ ଫାଟି ଯାଇ ରକ୍ତ ବାହାରିଥିଲା। ଏହି ରକ୍ତ ମନ୍ଦିର ଭିତରେ ପଡ଼ିବାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି।

puri

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 12:20 PM IST

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି। ମନ୍ଦିରରେ ରକ୍ତ ପଡ଼ିଥିବା ଯୋଗୁଁ ମନ୍ଦିର ଶୋଧ ସହ ମହାସ୍ନାନ କରାଯିବ।

ଆଜି ଶ୍ରୀମନ୍ଦିରର କଳାହାଟ ଦ୍ୱାର ପାଖରେ ଜଣେ ପାଳିଆ ସେବାୟତଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡ ଫାଟି ଯାଇ ରକ୍ତ ବାହାରିଥିଲା। ଏହି ରକ୍ତ ମନ୍ଦିର ଭିତରେ ପଡ଼ିବାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି।

Related story