ପୁରୀ: ନନ୍ଦିଘୋଷ ରଥରୁ ଉଡ଼ିଗଲା ନେତ

ପୁରୀ: ଘୋଷଯାତ୍ରା ଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଥିବାବେଳେ ଆଜି ନନ୍ଦିଘୋଷ ରଥରୁ ନେତ ଉଡ଼ିଯାଇଛି। ସେବାୟତମାନେ ରଥରେ ନେତ ଲଗାଇବାର କିଛି ସମୟ ପରେ ଏହି ଅଘଟଣ ଘଟିଛି। ନନ୍ଦିଘୋଷ ରଥରୁ ନେତ ଉଡ଼ିଯିବା ଅଘଟଣର ଇଙ୍ଗିତ ବୋଲି ଜଣେ ସେବାୟତ କହିଛନ୍ତି। ସେ କହିଛନ୍ତି, “ପୂର୍ବରୁ ଏପରି କେବେ ହୋଇନାହିଁ। ପ୍ରଭୁ ଜଗନ୍ନାଥ ସମସ୍ତ ଦେଶବାସୀଙ୍କୁ ଶଙ୍କଟରୁ ରକ୍ଷା କରନ୍ତୁ। ହନୁମାନଙ୍କର କୌପିନ କନା ଜଗନ୍ନାଥଙ୍କ ରଥରେ ବନ୍ଧାଯାଇଥାଏ। ସ୍ୱୟଂ ହନୁମାନ ରଥକୁ ରକ୍ଷା କରନ୍ତି।”

rrrrrrrrrrrr

Rakesh Mallick
  • Published: Wednesday, 06 July 2016
  • , Updated: 06 July 2016, 10:57 PM IST

ପୁରୀ: ଘୋଷଯାତ୍ରା ଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଥିବାବେଳେ ଆଜି ନନ୍ଦିଘୋଷ ରଥରୁ ନେତ ଉଡ଼ିଯାଇଛି। ସେବାୟତମାନେ ରଥରେ ନେତ ଲଗାଇବାର କିଛି ସମୟ ପରେ ଏହି ଅଘଟଣ ଘଟିଛି।

ନନ୍ଦିଘୋଷ ରଥରୁ ନେତ ଉଡ଼ିଯିବା ଅଘଟଣର ଇଙ୍ଗିତ ବୋଲି ଜଣେ ସେବାୟତ କହିଛନ୍ତି। ସେ କହିଛନ୍ତି, “ପୂର୍ବରୁ ଏପରି କେବେ ହୋଇନାହିଁ। ପ୍ରଭୁ ଜଗନ୍ନାଥ ସମସ୍ତ ଦେଶବାସୀଙ୍କୁ ଶଙ୍କଟରୁ ରକ୍ଷା କରନ୍ତୁ। ହନୁମାନଙ୍କର କୌପିନ କନା ଜଗନ୍ନାଥଙ୍କ ରଥରେ ବନ୍ଧାଯାଇଥାଏ। ସ୍ୱୟଂ ହନୁମାନ ରଥକୁ ରକ୍ଷା କରନ୍ତି।”

Related story