ଘରେ ପଶି ଗଲା ହେଟା ବାଘ

କୋଣାର୍କ: ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ବଡ଼ଗାଁ ପଞ୍ଚାୟତର ଗଡ଼ବାଙ୍ଗର ଗାଁରେ ଜଣଙ୍କ ଘରେ ଆଜି ସକାଳେ ହେଟା ବାଘ ପଶିଯାଇଥିଲା। ବାଘଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ବାଘଟି ବାଲୁଖଣ୍ଡ ଅଭୟାରଣ୍ୟରୁ ଚାଲି ଆସିଥିବା ଜଣାପଡ଼ିଛି।

puri

Rakesh Mallick
  • Published: Sunday, 19 March 2017
  • , Updated: 19 March 2017, 09:35 AM IST

Related story