ସେବାୟତଙ୍କୁ ମହଙ୍ଗା ପଡ଼ିଲା ଗଜବେଶ ବିଶୃଙ୍ଖଳା: ପୁରସ୍କାର ରାଶି ବନ୍ଦ; ସେବାୟତଙ୍କ ଚେତାବନୀ- ଅସୁବିଧାରେ ପଡ଼ିବ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜବେଶ ବେଳେ ବିଶୃଙ୍ଖଳା ପାଇଁ ସେବାୟତଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ସେବା ପାଇଁ ସେବାୟତଙ୍କୁ ମିଳୁଥିବା ପୁରସ୍କାର ରାଶି ନଦେବାକୁ ନିଷ୍ପତ୍ତି ହୋଇଛି ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ଗଜବେଶ ଓଲଗି ବା ବେଶ ଓହ୍ଲେଇବା ବେଳେ ବିଶୃଙ୍ଖଳା ଦେଖା ଦେଇଥିଲା। ବେଶ ଓହ୍ଲେଇଲା ବେଳେ ମହାପ୍ରଭୁଙ୍କ ଟାହିଆକୁ କିଛି ସେବାୟତ ଝିଙ୍କି […]

puri

puri

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 08:01 PM IST

Sports

Latest News

ପୁରୀ: ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜବେଶ ବେଳେ ବିଶୃଙ୍ଖଳା ପାଇଁ ସେବାୟତଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ସେବା ପାଇଁ ସେବାୟତଙ୍କୁ ମିଳୁଥିବା ପୁରସ୍କାର ରାଶି ନଦେବାକୁ ନିଷ୍ପତ୍ତି ହୋଇଛି ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ଗଜବେଶ ଓଲଗି ବା ବେଶ ଓହ୍ଲେଇବା ବେଳେ ବିଶୃଙ୍ଖଳା ଦେଖା ଦେଇଥିଲା। ବେଶ ଓହ୍ଲେଇଲା ବେଳେ ମହାପ୍ରଭୁଙ୍କ ଟାହିଆକୁ କିଛି ସେବାୟତ ଝିଙ୍କି ଝିଙ୍କି ଖୋଲୁଥିବା ଦେଖାଯାଇଥିଲା। ଏପରିକି ଟାହିଆର ବିଭିନ୍ନ ଅଂଶକୁ ସେବାୟତମାନେ କାଢି ନେଉଥିଲେ। ଏପରି ଘଟଣା ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଥିଲା। ଜଗତରନାଥ ଜଗନ୍ନାଥଙ୍କୁ ଭକ୍ତି ପରିବର୍ତ୍ତେ ଯେଉଁଭଳି ଅସମ୍ମାନିତ କରାଯାଇ ହାତୀବେଶକୁ ଓଲାଗି କରାଯାଇଥିଲା ତାହା ଭକ୍ତଙ୍କ ଭାବାବେଗକୁ କ୍ଷୁଣ୍ଣ କରିଥିଲା। ଏହାକୁ ନେଇ ଭକ୍ତଙ୍କ ମହଲରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ସିସିଟିଭି ଯାଞ୍ଚ କରି ବିଭ୍ରାଟ ସଂପର୍କରେ ସ୍ପଷ୍ଟ ଚିତ୍ର ପାଇବା ପରେ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରଶାସନ କର୍ତ୍ତୃପକ୍ଷ ସେବାୟତମାନେ ପାଇବାକୁ ଥିବା ହାତୀବେଶ ପୁରସ୍କାର ରାଶିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଏପଟେ ପୁରସ୍କାର ରାଶି ସ୍ଥଗିତକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିଯୋଗ ସହସମ୍ପାଦକ ବିନାୟକ ଦାସମହାପାତ୍ର କହିଛନ୍ତି- “ଶ୍ରୀମନ୍ଦିର ପ୍ରଶାସନର ଏପରି ନିଷ୍ପତ୍ତି ଉପରେ ନିଯୋଗ ସମୀକ୍ଷା କରିବ। ଆଗକୁ ଯେମିତି ଏଭଳି ନହେବ ନିଯୋଗ ଯତ୍ନବାନ ହେବ। କିନ୍ତୁ ସେବାୟତଙ୍କ ୨୫,୦୦୦ ଟଙ୍କା କଟାଯିବା ଠିକ ନୁହେଁ। ନିଯୋଗ ଏହି ନିଷ୍ପତ୍ତିର ଦୃଢ ପ୍ରତିବାଦ କରିବ। ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଶ୍ରୀମନ୍ଦିର ପ୍ରଶାସନ ନିଜେ ଅସୁବିଧାରେ ପଡ଼ିବ ବୋଲି ସେ କହିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story