ରେଡ଼ିଓ ଲାଇଭ୍‌ ସୋ’ କରୁଥିବା ବେଳେ ପିଲା ଜନ୍ମ କଲେ ଆରଜେ : କେଉଁଠି ଘଟିଲା ଏମିତି ଘଟଣା

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ବ୍ୟକ୍ତିଗତ କାମକୁ ବି ପଛ କରିଦେଇଥାଆନ୍ତି। ସେଇଥିପାଇଁ ସେମାନେ ପ୍ରଶଂସା ପାଇବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଆମେରିକା ସେଣ୍ଟଲୁଇସ୍‌ସ୍ଥିତ ‘ଦ ଆର୍କ’ ରେଡ଼ିଓ ଷ୍ଟେସନର ସଂଚାଳିକା ଲାଇଭ୍ ସୋ’ବେଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଗଭୀର ପ୍ରସବ ଯନ୍ତ୍ରଣା ସତ୍ତ୍ୱେ ସେ ନିଜର ରେଡ଼ିଓ କାର୍ଯ୍ୟକ୍ରମକୁ ଚାଲୁ ରଖିଥିଲେ। ଆଉ ଏହି ଖବର […]

radio-1

radio-1

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 04:27 PM IST

Sports

Latest News

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ବ୍ୟକ୍ତିଗତ କାମକୁ ବି ପଛ କରିଦେଇଥାଆନ୍ତି। ସେଇଥିପାଇଁ ସେମାନେ ପ୍ରଶଂସା ପାଇବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଆମେରିକା ସେଣ୍ଟଲୁଇସ୍‌ସ୍ଥିତ ‘ଦ ଆର୍କ’ ରେଡ଼ିଓ ଷ୍ଟେସନର ସଂଚାଳିକା ଲାଇଭ୍ ସୋ’ବେଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଗଭୀର ପ୍ରସବ ଯନ୍ତ୍ରଣା ସତ୍ତ୍ୱେ ସେ ନିଜର ରେଡ଼ିଓ କାର୍ଯ୍ୟକ୍ରମକୁ ଚାଲୁ ରଖିଥିଲେ। ଆଉ ଏହି ଖବର ସୋସିଆଲ୍‌ ମିଡ଼ିଆରେ ଏବେ ଖୁବ୍‌ ଭାଇରାଲ୍‌ ହୋଇଛି।
ମିଳିଥିବା ଖବର ଅନୁସାରେ, ଗତ ସୋମବାର ଦିନ ‘ଦ ଆର୍କ’ ରେଡ଼ିଓ ଷ୍ଟେସନରେ ଲାଇଭ୍‌ କାର୍ଯ୍ୟକ୍ରମ ଚାଲିଥିଲା। ସଂଚାଳିକା କୈସେଡେ ପ୍ରୋକ୍ଟର ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। କିଛି ସମୟ ଭିତରେ ସଂଚାଳିକା ଜଣକ ସନ୍ତାନକୁ ଜନ୍ମ ଦେଇଥିଲେ।
କୈସେଡେ ଏହି ରେଡ଼ିଓ ଷ୍ଟେସନରେ ବହୁ ବର୍ଷ ଧରି କାମ କରୁଛନ୍ତି। ଆଉ ତାଙ୍କର ଏହି ସୋ’କୁ ମଧ୍ୟ ଲୋକେ ବହୁତ ଭଲ ପାଆନ୍ତି। ସମୟ ହୋଇନଥିଲେ ମଧ୍ୟ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। କୈସେଡେ କିନ୍ତୁ ସେଦିନର ସୋ’କୁ ବନ୍ଦ କରି ଲୋକଙ୍କୁ ନିରାଶ କରିବାକୁ ଚାହିଁ ନ ଥିଲେ। ଏଥିପାଇଁ ସୋ’ର ପ୍ରସ୍ତୁତି ଏକ ଡ଼ାକ୍ତରଖାନାରେ କରାଇଥିଲେ। ସେହି ଲାଇଭ୍‌ ସୋ’ବେଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ରେଡ଼ିଓର ଶ୍ରୋତାଙ୍କୁ ନିଜର ମା’ହେବାର ଅନୁଭୂତି ବାଣ୍ଟିଥିଲେ। ଏଭଳି ମୁହୂର୍ତ୍ତ ତାଙ୍କ ଜୀବନରେ ଏକ ନୂଆ ପ୍ରକାର ଖୁସି ଦେଇଛି ବୋଲି କୈସେଡେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story