ରେଳ ବିଭାଗରେ ନିଯୁକ୍ତି ସୁଯୋଗ,  ଆବେଦନର ଶେଷ ତାରିଖ ନଭେମ୍ବର ୨୯

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଭାରତୀୟ ରେଳ ବିଭାଗ ବିଭିନ୍ନ ସ୍ଥାନରେ ଖାଲିଥିବା ପଦବୀ ପୂରଣ  କରିବାକୁ ଯାଉଛି। ଏଥିପାଇଁ ମହାରାଷ୍ଟ୍ରରେ ମଧ୍ୟ ରେଳବାଇ ପକ୍ଷରୁ ଆପ୍ରେଣ୍ଟିକ୍ ବିଭାଗର୨୧୯୬ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଦରଖାସ୍ତ ଆବେଦନର ଶେଷ ତାରିଖ ନଭେମ୍ବର ୨୯, ୨୦୧୭ ପର୍ଯ୍ୟନ୍ତ ରଖାଯାଇଛି। ଏହି ପଦବୀରେ ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ମେଟ୍ରିକ ପାସ କିମ୍ବା ଆଇଟିଆଇ ପାସ ହୋଇଥିବା ନିହାତି ଆବଶ୍ୟକ। ଏଥିସହ ତାଙ୍କ […]

indian-railway

Rakesh Mallick
  • Published: Sunday, 05 November 2017
  • , Updated: 05 November 2017, 09:26 PM IST

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଭାରତୀୟ ରେଳ ବିଭାଗ ବିଭିନ୍ନ ସ୍ଥାନରେ ଖାଲିଥିବା ପଦବୀ ପୂରଣ  କରିବାକୁ ଯାଉଛି। ଏଥିପାଇଁ ମହାରାଷ୍ଟ୍ରରେ ମଧ୍ୟ ରେଳବାଇ ପକ୍ଷରୁ ଆପ୍ରେଣ୍ଟିକ୍ ବିଭାଗର୨୧୯୬ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଦରଖାସ୍ତ ଆବେଦନର ଶେଷ ତାରିଖ ନଭେମ୍ବର ୨୯, ୨୦୧୭ ପର୍ଯ୍ୟନ୍ତ ରଖାଯାଇଛି।

ଏହି ପଦବୀରେ ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ମେଟ୍ରିକ ପାସ କିମ୍ବା ଆଇଟିଆଇ ପାସ ହୋଇଥିବା ନିହାତି ଆବଶ୍ୟକ। ଏଥିସହ ତାଙ୍କ ବୟସ୧୫-୨୪ ମଧ୍ୟରେ ହୋଇଥିବ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟାତାକୁ ନେଇ ଏକ ପ୍ରବେଶିକା ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ଆବେଦନକାରୀଙ୍କୁ ଚୟନ କରାଯିବ।

ଆବେଦନକାରୀ ଷ୍ଟେଟ ବ୍ୟାଙ୍କ ମାଧ୍ୟମରେ ୧୦୦ ଟଙ୍କାର ଏକ ଚାଲାଣ କାଟି ଆବେଦନ କରିପାରିବେ। ଅନଲାଇନ୍‌ରେ ଆବେଦନ ପାଇଁ www.rrcactapp.in କୁ ଲଗଇନ୍‌ କରିବାକୁ ବ୍ୟବସ୍ଥା ରହିଛି।

Related story