କେନ୍ଦ୍ରାପଡ଼ା ପ୍ରସଙ୍ଗ: ସିବିଆଇ ତଦନ୍ତ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜଭବନ ଘେରିଲା କଂଗ୍ରେସ

ଭୁବନେଶ୍ୱର: ସାରଥି ବିବାଦକୁ ନେଇ କେନ୍ଦ୍ରାପଡ଼ାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଘଟଣାର ସିବିଆଇ ତଦନ୍ତ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରି ସୋମବାର ରାଜ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରଥିଲା କଂଗ୍ରେସ। ଏହା ସହିତ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନତା ନରସିଂହ ମିଶ୍ର ଓ ଦଳର ଓଡ଼ିଶା ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ଏସ୍.ସି ଜମୀରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

congressrally

congressrally

Rakesh Mallick
  • Published: Monday, 17 August 2015
  • Updated: 17 August 2015, 08:02 AM IST

Sports

Latest News

congressrall1

ପ୍ରଥମେ ଦଳର ନେତା ଓ କର୍ମୀମାନେ ରାଜ୍ୟ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ  ବାହାରି ରାଜଭବନ ଅଭିମୁଖେ ଯାଇଥିଲେ। ଶୋଭାଯାତ୍ରାରେ କଂଗ୍ରେସ ପ୍ରଭାରୀ ଶୁଭଙ୍କର ସରକାର, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ସମସ୍ତ ବରିଷ୍ଠ ନେତା ସାମିଲ ହୋଇଥିଲେ। ସିବିଆଇ ତଦନ୍ତ ତଥା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦଳୀୟ କର୍ମୀ ଓ ନତା ନାରାବାଜି କରିଥିଲେ। ଶୋଭାଯାତ୍ରା ପରେ ରାଜଭବନ ଆଗରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତା’ପରେ ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ନେତା ଓ ରାଜ୍ୟ ପ୍ରଭାରୀଙ୍କ ବ୍ୟତୀତ ଦଳର ବିଧାୟକମାନେ ମଧ୍ୟ ସାମିଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story