ଜୀବନ ଯୁଦ୍ଧରେ ହାରିଗଲେ ସୁଲୋଚନା; ମାଟି ତଳୁ ମୃତଦେହ ବାହାରିବାକୁ ୨୪ ଘଣ୍ଟା

<p>ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ସୁଲୋଚନା। ୨୪ ଘଣ୍ଟାର ରେସକ୍ୟୁ ଅପରେସନ୍ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ। ଗତକାଲି ରାଜଗାଙ୍ଗପୁର ଲାମୋଲି ରକ୍ସି ନାଳ ଉପରେ ବ୍ରିଜ କାମ ଚାଲିଥିବା ବେଳେ ମାଟି ଅତଡ଼ା ଖସି ଚାପି ହୋଇଯାଇଥିଲେ ସୁଲୋଚନା ଟପ୍ପୋ। ତାଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ହୋଇଥିଲା ଦୁଇଟି ଜେସିବି, ଗୋଟିଏ ପ୍ରୋକେଲିନ ଓ ଦମକଳ ବାହିନୀ। ପ୍ରାୟ ୨୪ ଘଣ୍ଟାର ଅପରେସନ୍ ପରେ ଆଜି ସୁଲୋଚନାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମାଟି ତଳୁ ମୃତଦେହ ବାହାରିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା। ଏଥିପାଇଁ ଠିକା ସଂସ୍ଥାର ଢିଲା ସୁରକ୍ଷା ବ୍ୟବସ୍ଥାକୁ ସ୍ଥାନୀୟ ଲୋକେ ଦାୟୀ କରିଥିଲେ। ଏନେଇ ପୋଲିସ ଏକ &nbsp;ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।</p> <p>[vc_video link=&quot;&quot; align=&quot;center&quot;]</p>

Ordigital Desk
  • Published: Monday, 05 June 2017
  • Updated: 05 June 2017, 07:10 PM IST

Sports

Latest News

<p>ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ସୁଲୋଚନା। ୨୪ ଘଣ୍ଟାର ରେସକ୍ୟୁ ଅପରେସନ୍ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ। ଗତକାଲି ରାଜଗାଙ୍ଗପୁର ଲାମୋଲି ରକ୍ସି ନାଳ ଉପରେ ବ୍ରିଜ କାମ ଚାଲିଥିବା ବେଳେ ମାଟି ଅତଡ଼ା ଖସି ଚାପି ହୋଇଯାଇଥିଲେ ସୁଲୋଚନା ଟପ୍ପୋ। ତାଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ହୋଇଥିଲା ଦୁଇଟି ଜେସିବି, ଗୋଟିଏ ପ୍ରୋକେଲିନ ଓ ଦମକଳ ବାହିନୀ। ପ୍ରାୟ ୨୪ ଘଣ୍ଟାର ଅପରେସନ୍ ପରେ ଆଜି ସୁଲୋଚନାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମାଟି ତଳୁ ମୃତଦେହ ବାହାରିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା। ଏଥିପାଇଁ ଠିକା ସଂସ୍ଥାର ଢିଲା ସୁରକ୍ଷା ବ୍ୟବସ୍ଥାକୁ ସ୍ଥାନୀୟ ଲୋକେ ଦାୟୀ କରିଥିଲେ। ଏନେଇ ପୋଲିସ ଏକ &nbsp;ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।</p><p>[vc_video link=&quot;&quot; align=&quot;center&quot;]</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos