ରାଜ୍ୟ କଂଗ୍ରେସ ନେତାଙ୍କୁ ରାହୁଲଙ୍କ ଗୁରୁମନ୍ତ୍ର: ଦଳରେ ଶୃଙ୍ଖଳା ରଖ, ଏକ ହୋଇ ବିଜେଡି ସରକାର ବିରୋଧରେ ଲଢ଼

ଭୁବନେଶ୍ୱର: ଦଳରେ ଶୃଙ୍ଖଳା ରଖ, ଏକ ହୋଇ ବିଜେଡି ସରକାର ବିରୋଧରେ ଲଢ଼।  କଂଗ୍ରେସ ନେତାଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। ଶିକ୍ଷା ସ୍ୱାସ୍ଥ୍ୟ ଓ ଚାଷୀଙ୍କ ବିକାଶରେ ରାଜ୍ୟ ସରକାର ଅବହେଳା କରୁଥିବାରୁ ଏସବୁ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇବାକୁ ରାଜ୍ୟ କଂଗ୍ରେସ ନେତାଙ୍କୁ ପରାମର୍ଶ ଦେଇଛନ୍ତି ରାହୁଲ। ଆଜି ଦିନ ପ୍ରାୟ ୧୨ଟା ବେଳେ କଂଗ୍ରେସ ଭବନରେ ପହଞ୍ଚିଲେ ରାହୁଲ ଗାନ୍ଧି। ପ୍ରଥମେ ସେବା ଦଳ ତାଙ୍କୁ ଦେଲେ ଗାର୍ଡ ଅଫ […]

rahul

rahul

Rakesh Mallick
  • Published: Friday, 11 September 2015
  • Updated: 11 September 2015, 03:47 PM IST

rahulଭୁବନେଶ୍ୱର: ଦଳରେ ଶୃଙ୍ଖଳା ରଖ, ଏକ ହୋଇ ବିଜେଡି ସରକାର ବିରୋଧରେ ଲଢ଼।  କଂଗ୍ରେସ ନେତାଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। ଶିକ୍ଷା ସ୍ୱାସ୍ଥ୍ୟ ଓ ଚାଷୀଙ୍କ ବିକାଶରେ ରାଜ୍ୟ ସରକାର ଅବହେଳା କରୁଥିବାରୁ ଏସବୁ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇବାକୁ ରାଜ୍ୟ କଂଗ୍ରେସ ନେତାଙ୍କୁ ପରାମର୍ଶ ଦେଇଛନ୍ତି ରାହୁଲ।

ଆଜି ଦିନ ପ୍ରାୟ ୧୨ଟା ବେଳେ କଂଗ୍ରେସ ଭବନରେ ପହଞ୍ଚିଲେ ରାହୁଲ ଗାନ୍ଧି। ପ୍ରଥମେ ସେବା ଦଳ ତାଙ୍କୁ ଦେଲେ ଗାର୍ଡ ଅଫ ଅନର।  ପରେ ଆରମ୍ଭ ହେଲା ସ୍ୱାଗତ ସମ୍ଭାଷଣର ପର୍ବ।  ଲମ୍ୱା ଲାଇନରେ ଠିଆ ହୋଇଥିବା ଜଣଙ୍କ ପରେ ଜଣେ ପ୍ରାୟ ୫୦ ନେତାଙ୍କ ସହ ରାହୁଲ ହାତ ମିଶାଇଲେ। ତା’ପରେ ଆରମ୍ଭ ହେଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀର ରୁଦ୍ଧ ଦ୍ୱାର ବୈଠକ। ଏଥିରେ ଯୋଗ ଦେଇଥିଲେ ୨୮୧ ନେତା।  ପ୍ରସାଦଙ୍କ ନୂଆ ଟିମର ସଦସ୍ୟଙ୍କ ସହ ବରିଷ୍ଠ ନେତା ଓ ଜିଲ୍ଲା ସଭାପତି ମାନଙ୍କୁ ୨୦ ମିନିଟି ଧରି ରାହୁଲ ଦେଲେ ଗୁରୁମନ୍ତ୍ର। ଶିକ୍ଷା ସ୍ୱାସ୍ଥ୍ୟ ଓ ଚାଷୀଙ୍କ ସମସ୍ୟାକୁ ନେଇ ସରକାରଙ୍କ ବିରୋଧରେ ଲଢିବାକୁ ପରାମର୍ଶ ଦେଲେ। ନିଜ ଭିତରେ ଶୃଙ୍ଖଳା ରହି ଏକ ହୋଇ କାମ କରିବାକୁ ନିର୍ଦ୍ଦେଶ ଦେଲେ। ନବୀନ ସରକାର ଓ ବିକାଶ ଭିତରେ ବହୁତ ବଡ ଦୁରତା ରହିଛି ବୋଲି ଅଭିଯୋଗ କରିଥିଲେ ରାହୁଲ। ବୈଠକରେ ଦେଇଥିବା ପରାମର୍ଶକୁ ନେଇ ରାଜ୍ୟ କଂଗ୍ରେସ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛି।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ସମସ୍ତେ ମିଳିମିଶି କାମ କରିବା ପାଇଁ ରାହୁଲ ଗାନ୍ଧି ପରାମର୍ଶ ଦେଇଛନ୍ତି। କର୍ମୀଠାରୁ ନେତା ପର୍ଯ୍ୟନ୍ତ ସମସ୍ତେ ମିଳିମିଶି କାମ କଲେ ଦଳ ଦୃଢ଼ ହୋଇପାରିବ ବୋଲି ସେ କହିଥିଲେ। ତୃଣମୂଳ ସ୍ତରରେ କାମ କରୁଥିବା କର୍ମୀଙ୍କ ସହିତ ମିଶିବା ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ କହିଥିଲେ। ସମେସ୍ତ ମିଳିମିଶି କାମ କଲେ ୨୦୧୯ରେ କଂଗ୍ରେସ ପୁଣି ରାଜ୍ୟରେ କ୍ଷମତାସୀନ ହୋଇପାରିବ।

ସେହିପରି ଦଳୀୟ ନେତା ଚିରଞ୍ଜିବ ବିଶ୍ୱାଳ କହିଛନ୍ତି ଯେ ରାଜ୍ୟରେ କଂଗ୍ରେସ ଶକ୍ତିଶାଳୀ ଅଛି ବୋଲି ରାହୁଲ ଗାନ୍ଧି ଅନୁଭବ କରିଛନ୍ତି। ସମସ୍ତେ ମିଳିମିଶି ଲଢ଼ିଲେ କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ଟକ୍କର ଦେଇପାରିବ ଏବଂ କ୍ଷମତାକୁ ଫେରି ପାରିବ ବୋଲି ସେ କହିଛନ୍ତି। ତା’ସହିତ ଗାଁ ଗାଁକୁ ଯାଇ ଦରିଦ୍ର ଲୋକଙ୍କ ଦୁଃଖକଷ୍ଟ ଓ ସମସ୍ୟା ବୁଝିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଦଳକୁ ଦୃଢ଼ କରିବାକୁ ମିଳିମିଶି କାମ କରିବାକୁ ରାହୁଲ ଗାନ୍ଧି ପରାମର୍ଶ ଦେଇଥିଲେ। ଭୁବନେଶ୍ୱରରେ ରହି ରାଜନୀତି ନ କରି ଗାଁକୁ ଯିବାକୁ କହିଥିଲେ।

ରାଜ୍ୟସଭା ସାଂସଦ ତଥା ଦଳୀୟ ନେତା ରଂଜୀବ ବିଶ୍ୱାଳ କହିଛନ୍ତି ଯେ ୧୫ ବର୍ଷର ବିଜେଡି ସରକାରର ବିଫଳତାକୁ ଗାଁ ଗାଁରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ରାହୁଲ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story