ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ଇଦ୍‌

ଭଦ୍ରକ/ରାଉରକେଲା/କେନ୍ଦ୍ରାପଡ଼ା/ପାଟକୁରା: ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ଇଦ୍‌ ମହାସମାରୋହରେ ପାଳିତ ହୋଇଛି। ଭଦ୍ରକରେ ମୁସଲିମ୍ ଧର୍ମାବଲମ୍ବୀମାନେ ଇଦ୍ ଧୁମଧାମରେ ପାଳନ କରିଛନ୍ତି। ସହରର କୁଆଁସରେ ଥିବା ଇଦଗା ମଇଦାନଠାରେ ମୁସଲମାନ ଭାଇମାନେ ଏକତ୍ରିତ ହୋଇ ସମୂହ ନମାଜ ପାଠ କରିଥିଲେ। ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁକାରକ୍ ଜଣାଇଥିଲେ। ଭଦ୍ରକର ୩୧ଟି ମସ୍‌ଜିଦ୍‌ରେ ନମାଜପାଠର ଆୟୋଜନ କରାଯାଇଥିଲା। ସେହିପରି କେନ୍ଦ୍ରାପଡ଼ାରେ ମହାସମାରୋହରେ ଇଦ୍‌ ପର୍ବ ପାଳିତ ହୋଇଛି। ଫକିରାବାଦ, ନିୟୁ ଇଦଘା ଓ ଓଲ୍‌ଡ ଇଦଘାରେ ନମାଜପାଠ […]

bhadrakk

bhadrakk

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 01:41 PM IST

Sports

Latest News

bhadrakଭଦ୍ରକ/ରାଉରକେଲା/କେନ୍ଦ୍ରାପଡ଼ା/ପାଟକୁରା: ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ଇଦ୍‌ ମହାସମାରୋହରେ ପାଳିତ ହୋଇଛି। ଭଦ୍ରକରେ ମୁସଲିମ୍ ଧର୍ମାବଲମ୍ବୀମାନେ ଇଦ୍ ଧୁମଧାମରେ ପାଳନ କରିଛନ୍ତି। ସହରର କୁଆଁସରେ ଥିବା ଇଦଗା ମଇଦାନଠାରେ ମୁସଲମାନ ଭାଇମାନେ ଏକତ୍ରିତ ହୋଇ ସମୂହ ନମାଜ ପାଠ କରିଥିଲେ। ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁକାରକ୍ ଜଣାଇଥିଲେ। ଭଦ୍ରକର ୩୧ଟି ମସ୍‌ଜିଦ୍‌ରେ ନମାଜପାଠର ଆୟୋଜନ କରାଯାଇଥିଲା।

ସେହିପରି କେନ୍ଦ୍ରାପଡ଼ାରେ ମହାସମାରୋହରେ ଇଦ୍‌ ପର୍ବ ପାଳିତ ହୋଇଛି। ଫକିରାବାଦ, ନିୟୁ ଇଦଘା ଓ ଓଲ୍‌ଡ ଇଦଘାରେ ନମାଜପାଠ କରାଯାଇଥିଲା। ମାସେ ଧରି ନିଷ୍ଠାର ସହ ରୋଜା ରଖିବା ପରେ ଇସଲାମ୍‌ ଧର୍ମାବଲମ୍ବୀ ଆଜି ଇଦ୍ ପାଳନ କରିଛନ୍ତି।

ଜିଲ୍ଲାର ଗରଦପୁର ବ୍ଲକର ବିଭିନ୍ନ ମସଜିଦ୍ ଓ ଇଦଗାଠାରେ ମୁସଲମାନ ଭାଇ ଓ ଭଉଣୀମାନେ ଇଦ ପର୍ବ ପାଳନ କରିଛନ୍ତି । ଏନେଇ ବ୍ଲକର ତେଣ୍ଡାକୁଡା, ପାଟକୁରା, ମାହାଙ୍ଗା, ବିଜିପୁର, ପଳସୁଧା, ତଲକୁସୁମା ଆଦି ଗ୍ରାମ ମାନଙ୍କରେ ଥିବା ମସଜିଦରେ  ନମାଜ ପାଠ କରାଯାଇଥିଲା। ଏହି ଅବସରରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ପହଞ୍ଚି ଇଦ ମୁବାରକ ଜଣାଇଥିଲେ।

ଇଦ୍ ଅବସରରେ ରାଉରକେଲାର ମସଜିଦ୍‌ ଓ ଇଦଗାରେ ନମାଜ ପାଠ କରାଯାଇଛି। ନମାଜ ପାଠ ପରେ ସମସ୍ତେ ପରସ୍ପରକୁ ଇଦ୍ ମୁବାରକ୍ ଜଣାଇଥିଲେ। ରାଉରକେଲା୧୫ ନମ୍ବର ସେକ୍ଟର, ବିଶ୍ରା, ରାଜଗାଙ୍ଗପୁର, ସୁନ୍ଦରଗଡ଼,ଲାଠିକଟା ଓ ବୀରମିତ୍ରପୁର ଅଞ୍ଚଳରେ ଉତ୍ସାହର ସହ ଇଦ୍‌ ପାଳନ କରାଯାଇଛି।

ମୁସଲିମ୍ ଧର୍ମାବଲମ୍ବୀମାନେ ସାରା ବିଶ୍ୱରେ ଶାନ୍ତି ଓ ଭାଇଚାରା ପ୍ରତିଷ୍ଠା ଲାଗି କାମନା କରିବା ସହ ସମସ୍ତେ ପରସ୍ପରକୁ ଇଦ୍‌ ମୁବାରକ ଜଣାଇ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି।  ଇଦରେ ସମସ୍ତେ ନୂଆ ପୋଷାକ ପନ୍ଧିଛନ୍ତି।  ସୁସ୍ୱାଦୁ ଭୋଜନ ସାଙ୍ଗକୁ ପରସ୍ପରକୁ ଶୁଭେଚ୍ଛା ଜଣାଇ ମୁସଲମାନ ଭାଇ ଓ ଭଉଣୀମାନେ ଇଦର ମଜା ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story