ଆଉ ଥରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପାଇବା ପରେ ଅଟୋମେଟିକ୍ ମେକାନିଜିମ୍‌ ଜରିଆରେ ଆଜି ବସ୍‌ ଭଡ଼ା ବୃଦ୍ଧି କରାଯାଇଛି। ଅର୍ଡିନାରୀ ବସ୍‌ରେ କିଲୋମିଟର ପିଛା  ୫୬ରୁ ୫୭ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏକ୍ସପ୍ରେସ୍ ବସ୍‌ରେ କିଲୋମିଟର ପିଛା ୫୯ରୁ ୬୦ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଲକ୍ସ ବସ୍‌ ପାଇଁ କିଲୋମିଟର ପିଛା  ୭୬ରୁ ୭୮ ଓ ଏସି ଡିଲକ୍ସ  ବସ୍‌ ପାଇଁ ୯୭ରୁ ୯୯ ପଇସାକୁ ବୃଦ୍ଧି ପାଇଛି। ଗତ ମାର୍ଚ୍ଚ ୧୦ ରେ […]

bus

bus

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 02:51 PM IST

Sports

Latest News

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପାଇବା ପରେ ଅଟୋମେଟିକ୍ ମେକାନିଜିମ୍‌ ଜରିଆରେ ଆଜି ବସ୍‌ ଭଡ଼ା ବୃଦ୍ଧି କରାଯାଇଛି। ଅର୍ଡିନାରୀ ବସ୍‌ରେ କିଲୋମିଟର ପିଛା  ୫୬ରୁ ୫୭ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏକ୍ସପ୍ରେସ୍ ବସ୍‌ରେ କିଲୋମିଟର ପିଛା ୫୯ରୁ ୬୦ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଲକ୍ସ ବସ୍‌ ପାଇଁ କିଲୋମିଟର ପିଛା  ୭୬ରୁ ୭୮ ଓ ଏସି ଡିଲକ୍ସ  ବସ୍‌ ପାଇଁ ୯୭ରୁ ୯୯ ପଇସାକୁ ବୃଦ୍ଧି ପାଇଛି।

ଗତ ମାର୍ଚ୍ଚ ୧୦ ରେ ରାଜ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିଥିଲେ। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍‌ରେ କିଲୋମିଟର ପିଛା ଭଡ଼ା ୧ ପଇସା ଲେଖାଏଁ ବୃଦ୍ଧି କରିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ରେ କିଲୋମିଟର ପିଛା ଭଡ଼ା ୨ ପଇସା ଲେଖାଏଁ ବୃଦ୍ଧି କରାଇଥିଲେ।

ମାର୍ଚ୍ଚ୧୬ରେ ପେଟ୍ରୋଲ ଲିଟର ପିଛା ୩ଟଙ୍କା୦୭ ପଇସା ଓ ଡିଜେଲ୍‌ ଲିଟର ପିଛା ୧ ଟଙ୍କା ୯୦ ପଇସା ବୃଦ୍ଧି ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story