ରମଣ ଓ ନବୀନ ଦୁଇଭାଇ, ଉଭୟ ମିଶି ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି: ପ୍ରସାଦ

ଭୁବନେଶ୍ୱର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପ୍ରଚାର କରିବାକୁ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଛନ୍ତି। ମହାନଦୀ ପ୍ରସଙ୍ଗରେ ରମଣ କହିଥିବା ଭାଇ ଉକ୍ତିକୁ ନିନ୍ଦା କରିଛନ୍ତି ପ୍ରସାଦ। ସେ କହିଛନ୍ତି,“ରମଣ ଯଦି ଓଡ଼ିଶାକୁ ବଡ ଭାଇ ବୋଲି ଭାବୁଛନ୍ତି ତେବେ ମହାନଦୀ ଉପରମୁଣ୍ଡରେ ନିଜ ରାଜ୍ୟରେ ଚାଲିଥିବା କାମ ବନ୍ଦ କରନ୍ତୁ। ନବୀନ ପଟ୍ଟନାୟକ ବଡ ଭାଇ ଓ ରମଣ ସିଂହ ସାନ […]

pcc

pcc

Rakesh Mallick
  • Published: Friday, 10 February 2017
  • Updated: 10 February 2017, 08:24 PM IST

Sports

Latest News

ଭୁବନେଶ୍ୱର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପ୍ରଚାର କରିବାକୁ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଛନ୍ତି। ମହାନଦୀ ପ୍ରସଙ୍ଗରେ ରମଣ କହିଥିବା ଭାଇ ଉକ୍ତିକୁ ନିନ୍ଦା କରିଛନ୍ତି ପ୍ରସାଦ। ସେ କହିଛନ୍ତି,“ରମଣ ଯଦି ଓଡ଼ିଶାକୁ ବଡ ଭାଇ ବୋଲି ଭାବୁଛନ୍ତି ତେବେ ମହାନଦୀ ଉପରମୁଣ୍ଡରେ ନିଜ ରାଜ୍ୟରେ ଚାଲିଥିବା କାମ ବନ୍ଦ କରନ୍ତୁ। ନବୀନ ପଟ୍ଟନାୟକ ବଡ ଭାଇ ଓ ରମଣ ସିଂହ ସାନ ଭାଇ। ଉଭୟ ମିଶି ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି। ରାଜ୍ୟ ବିଜେପି କେନ୍ଦ୍ର ହାତରେ ବନ୍ଧା ପଡିଛି। ରାଜ୍ୟ ବିଜେପି ଛତିଶଗଡ଼ ପାଇଁ ଓକିଲାତି କରୁଛି।”

ସେ କହିଛନ୍ତି,“ବିଜେଡି ଜଳ ସତ୍ୟାଗ୍ରହ କରିଦେଲେ କି ଦଳର ମନ୍ତ୍ରୀମାନେ ଧାରଣାରେ ବସିଲେ ମହାନଦୀ ସମସ୍ୟାର ସମାଧାନ ହେବନାହିଁ। ଯଦି ପ୍ରତିବାଦ କରିବାରେ ଅଛି ଲୋକସଭାରେ ଓ ରାଜ୍ୟସଭାରେ କର। ସେଠାରେ ଏନ୍‌ଡିଏ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଉଛନ୍ତି। ପଞ୍ଚାୟତ ନିର୍ବାଚନରେ ଲୋକଙ୍କୁ ଭୁଆଁ ବୁଲାଇବାକୁ ବିଜେଡି ଏପରି କରୁଛି। ବିଜେଡିର ଏହି ନାଟକ ଉପରେ ଶୀଘ୍ର ଯବନିକା ପଡ଼ିବ।”

ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ଉଭୟ ରମଣ ସିଂହ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛି। ବରିଷ୍ଠ ବିଜେଡି ନେତା ତଥା ଦଳର ଉପସଭାପତି ଦାମୋଦର ରାଉତ କହିଛନ୍ତି,“ଦିନକ ମଧ୍ୟରେ ମହାନଦୀ ବିବାଦର ସମାଧାନ ହୋଇଯିବ ବୋଲି ରମଣ ସିଂହ କହୁଛନ୍ତି। ସେ କେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି କି?”

ଧର୍ମେନ୍ଦ୍ରଙ୍କ ନାଁ ନ ନେଇ ସେ କହିଛନ୍ତି,“ଜଣେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ମାସକରୁ ୨୮ ଦିନ ରହୁଛନ୍ତି। ସେ କାହିଁକି କେବେ ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁନାହାନ୍ତି।”

ଏହାସହ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ପଞ୍ଚାୟତ ନିର୍ବାଚନରେ ପ୍ରଚାର କରିବାକୁ ଦାମୋଦର ରାଉତ ନାପସନ୍ଦ କରିଛନ୍ତି। ସେ କହିଛନ୍ତି,“ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ପ୍ରଚାର କରିବା ଠିକ୍‌ ନୁହେଁ। ସରକାରୀ ରାଜକୋଷରୁ ଟଙ୍କା ଖର୍ଚ୍ଚ କରି ରମଣ ସିଂହ ଦଳୀୟ ପ୍ରଚାର କରୁଛନ୍ତି।”

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ପ୍ରସାଦ ହରିଚନ୍ଦନ ଏବଂ ନରସିଂହ ମିଶ୍ରଙ୍କ ମଧ୍ୟରେ ଏବେ ପ୍ରତିଯୋଗିତା ଚାଲିଛି କିଏ ନବୀନ ବାବୁଙ୍କ ଭାଷା କହିବ। ରମଣ ସିଂହ ଆସି ଓଡ଼ିଶା ସରକାରଙ୍କୁ ଆହ୍ୱାନ କରିଛନ୍ତି ବିବାଦର ସମାଧାନ କରିବାକୁ। ବିଜେପି ସହଯୋଗରେ ବିଶ୍ୱାସ କରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story