ରମଣ ସିଂହଙ୍କୁ ବିରୋଧ, ବିଜେଡି କର୍ମୀଙ୍କ ଗଣଧାରଣା

ସୁନ୍ଦରଗଡ଼/ନୂଆପଡ଼ା: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନିର୍ବାଚନ ପ୍ରଚାରକୁ ବିରୋଧ କରି ଆଜି ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ବିଜେଡି ପକ୍ଷରୁ ଗଣ ଧାରଣା ଦିଆଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିଜେଡି କର୍ମୀମାନେ ମୁହଁରେ କଳାପଟି ବାନ୍ଧି ଧାରଣାରେ ବସିଥିଲେ। ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି କର୍ମୀମାନେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ଓଡ଼ିଶାର ଶତ୍ରୁ ବୋଲି ଦର୍ଶାଇ ଥିଲେ। ଏହି ଗଣଧାରଣାରେ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ […]

bjd-j

bjd-j

Rakesh Mallick
  • Published: Saturday, 11 February 2017
  • Updated: 11 February 2017, 06:09 PM IST

Sports

Latest News

ସୁନ୍ଦରଗଡ଼/ନୂଆପଡ଼ା: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନିର୍ବାଚନ ପ୍ରଚାରକୁ ବିରୋଧ କରି ଆଜି ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ବିଜେଡି ପକ୍ଷରୁ ଗଣ ଧାରଣା ଦିଆଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିଜେଡି କର୍ମୀମାନେ ମୁହଁରେ କଳାପଟି ବାନ୍ଧି ଧାରଣାରେ ବସିଥିଲେ। ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି କର୍ମୀମାନେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ଓଡ଼ିଶାର ଶତ୍ରୁ ବୋଲି ଦର୍ଶାଇ ଥିଲେ। ଏହି ଗଣଧାରଣାରେ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ ଜିଲ୍ଲା ବିଜେଡି ସମ୍ପାଦକ ଜନ୍ମେଜୟ ମହାପାତ୍ର କହିଛନ୍ତି,“ରମଣ ସିଂହ ମହାନଦୀର ଉପରମୁଣ୍ଡରେ ବନ୍ଧ ନିର୍ମାଣ କରି ପାଣି ଅଟକାଉଛନ୍ତି। ଏହାର ପ୍ରଭାବରେ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ଉପରେ ଏହାର ପ୍ରଭାବ ପଡିବ। ବିଦ୍ୟୁତ୍‌ ଉତ୍ପାଦନ, ଶିଳ୍ପ ଓ ଚାଷ କାର୍ଯ୍ୟ ବନ୍ଦ ହୋଇଯିବ। ଏହାର ବିରୋଧ କରି ଆମେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଛୁ। ରାଜ୍ୟ ବିଜେପି ବୁଝିବା କଥା ସେମାନେ ଓଡ଼ିଶା ମାଟିର ପିଲା। ଓଡ଼ିଶା ରହିଲେ ସେମାନେ ରହିବେ। ରାଜ୍ୟ ବିଜେପିର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।”

ସେହିପରି ନୂଆପଡା ଜିଲ୍ଲାରେ ମଧ୍ୟ ରଣମଙ୍କ ଗସ୍ତକୁ ବିରୋଧ କରି ବିଜେଡି କର୍ମୀମାନେ ବିକ୍ଷୋଭ ଓ ଧାରଣା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story