ଛାତ୍ରୀଙ୍କ ଚୁଟି କାଟି ଦେଲେ ସହପାଠିନୀ: ଘରୋଇ ନର୍ସିଂ ସ୍କୁଲରେ ରାଗିଂ ଅଭିଯୋଗ

ସମ୍ବଲପୁର: ସମ୍ବଲପୁରରେ ଏକ ଘରୋଇ ନର୍ସିଂ ସ୍କୁଲରେ ଜଣେ ଛାତ୍ରୀରାଗିଂର ଶିକାର ହୋଇଛନ୍ତି। ଜଣେ ସହପାଠିନୀ ତାଙ୍କ ଚୁଟି କାଟି ଦେଇଥିବା ଛାତ୍ରୀ ଜଣଙ୍କ ଧନୁପାଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।