ରଥ ଚଢା ପ୍ରସଙ୍ଗ : ବ୍ୟକ୍ତିଗତ ମୁଚାଲିକାରେ ପଦ୍ମିନୀଙ୍କୁ ଜାମିନ

ପୁରୀ: ଆଡ଼ପ ପହଣ୍ଡି ସମୟରେ ନନ୍ଦିଘୋଷ ରଥରେ ଚଢ଼ି ଦର୍ଶନ କରିଥିବା ମହିଳା ପଦ୍ମିନୀ ପାତ୍ର ଗୁରୁବାର ପୁରୀ ଏସଡିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ୨୦ ହଜାର ଟଙ୍କା ବ୍ୟାକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ରଥରେ ଚଢ଼ିବା ନେଇ ତାଙ୍କ ନାଁରେ ଗତ ୧୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ କୁମ୍ଭାରପଡ଼ା ଥାନାରେ ଏତଲା ଦିଆଯାଇଥିଲା। ତାଙ୍କ ସହ ନିଲମ୍ୱିତ ପ୍ରତିହାରି ସେବାୟତ ଆର୍ତ୍ତତ୍ରାଣ ପ୍ରତିହାରୀ ଏବଂ ଜଗନ୍ନାଥଙ୍କ ମୁଖ୍ୟ […]

ratha and mahila

ratha and mahila

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 11:59 AM IST

Sports

Latest News

ପୁରୀ: ଆଡ଼ପ ପହଣ୍ଡି ସମୟରେ ନନ୍ଦିଘୋଷ ରଥରେ ଚଢ଼ି ଦର୍ଶନ କରିଥିବା ମହିଳା ପଦ୍ମିନୀ ପାତ୍ର ଗୁରୁବାର ପୁରୀ ଏସଡିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ୨୦ ହଜାର ଟଙ୍କା ବ୍ୟାକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ରଥରେ ଚଢ଼ିବା ନେଇ ତାଙ୍କ ନାଁରେ ଗତ ୧୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ କୁମ୍ଭାରପଡ଼ା ଥାନାରେ ଏତଲା ଦିଆଯାଇଥିଲା। ତାଙ୍କ ସହ ନିଲମ୍ୱିତ ପ୍ରତିହାରି ସେବାୟତ ଆର୍ତ୍ତତ୍ରାଣ ପ୍ରତିହାରୀ ଏବଂ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ବିରୋଧରେ ମଧ୍ୟ ଏତଲା ଦିଆଯାଇଥିଲା। ଏ ନେଇ ପୁରୀ କୁମ୍ଭାରପଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଆର୍ତ୍ତତ୍ରାଣ ପ୍ରତିହାରୀଙ୍କୁ ସେବାରୁ ନିଲମ୍ୱନ କରିଥିବାବେଳେ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ନୋଟିସ୍ ଜାରି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story