ରଥରେ ଯୁବତୀ ଚଢ଼ିବା ଘଟଣା: ୩ ସେବାୟତଙ୍କ ବିରୋଧରେ ମାମଲା ରୁଜୁ  

ପୁରୀ: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ନୀତି ବେଳେ ରଥ ଉପରେ ଯୁବତୀ ଚଢିବା ଘଟଣା ନେଇ ୩ ସେବାୟତଙ୍କ ବିରୋଧରେ ସିଂହଦ୍ୱାରା ଥାନାରେ ମାମଲା ରୁଜୁ କରାଯାଇଛି। ସେମାନେ ହେଲେ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର ଓ ଇପସିତ୍ ପ୍ରତିହାରୀ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ଗତକାଲି ନୀଳାଦ୍ରୀ ବିଜେ ନୀତି ବେଳେ ବିଶୃଙ୍ଖଳା ଘଟଣାରେ ୯ ସେବାୟତଙ୍କୁ  ନିଲମ୍ବିତ କରିଥିଲେ ଶ୍ରୀମନ୍ଦିର ପ୍ରଶାସନ। ସେହିପରି କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ […]

puri2

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 09:52 AM IST

ପୁରୀ: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ନୀତି ବେଳେ ରଥ ଉପରେ ଯୁବତୀ ଚଢିବା ଘଟଣା ନେଇ ୩ ସେବାୟତଙ୍କ ବିରୋଧରେ ସିଂହଦ୍ୱାରା ଥାନାରେ ମାମଲା ରୁଜୁ କରାଯାଇଛି। ସେମାନେ ହେଲେ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର ଓ ଇପସିତ୍ ପ୍ରତିହାରୀ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି।

ଗତକାଲି ନୀଳାଦ୍ରୀ ବିଜେ ନୀତି ବେଳେ ବିଶୃଙ୍ଖଳା ଘଟଣାରେ ୯ ସେବାୟତଙ୍କୁ  ନିଲମ୍ବିତ କରିଥିଲେ ଶ୍ରୀମନ୍ଦିର ପ୍ରଶାସନ। ସେହିପରି କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଗିରଫ ୬ ସେବାୟତଙ୍କ ଜାମିନ ଆବେଦନପୁରୀ ଏସଡିଜେଏମ୍‌ କୋର୍ଟରେ ଖାରଜ ହେବା ପରେ  ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Related story