ରଥରେ ଚଢ଼ି ମହିଳା ଭକ୍ତଙ୍କ ଦର୍ଶନ ପ୍ରସଙ୍ଗ: କୁମ୍ଭାରପଡ଼ା ଥାନାରେ ୩ ଜଣଙ୍କ ନାଁରେ ଏତଲା

ପୁରୀ: ଆଡ଼ପ ପହଣ୍ଡି ସମୟରେ ନନ୍ଦିଘୋଷ ରଥରେ ମହିଳା ଭକ୍ତ ଚଢ଼ିବା ପ୍ରସଙ୍ଗକୁ ନେଇ ମଙ୍ଗଳବାର ଥାନାରେ ଏତଲା ଦିଆଯାଇଛି। ତିନି ଜଣଙ୍କ ନାଁରେ କୁମ୍ଭାରପଡ଼ା ଥାନାରେ ଏତଲା ଦାୟର କରିଛି ଶ୍ରୀମନ୍ଦିର ପ୍ରଶାସନ। ସେମାନେ ହେଲେ ନିଲମ୍ୱିତ ପ୍ରତିହାରି ସେବାୟତ ଆର୍ତ୍ତତ୍ରାଣ ପ୍ରତିହାରୀ, ରଥରେ ଚଢ଼ିଥିବା ମହିଳା ପଦ୍ମିନୀ ପାତ୍ର ଓ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ାଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ପୂର୍ବରୁ ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଆର୍ତ୍ତତ୍ରାଣ ପ୍ରତିହାରୀଙ୍କୁ ସେବାରୁ ନିଲମ୍ୱନ କରିଥିବାବେଳେ ଜଗନ୍ନାଥ […]

ratha

ratha

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 11:18 AM IST

Sports

Latest News

ratha and mahilaପୁରୀ: ଆଡ଼ପ ପହଣ୍ଡି ସମୟରେ ନନ୍ଦିଘୋଷ ରଥରେ ମହିଳା ଭକ୍ତ ଚଢ଼ିବା ପ୍ରସଙ୍ଗକୁ ନେଇ ମଙ୍ଗଳବାର ଥାନାରେ ଏତଲା ଦିଆଯାଇଛି। ତିନି ଜଣଙ୍କ ନାଁରେ କୁମ୍ଭାରପଡ଼ା ଥାନାରେ ଏତଲା ଦାୟର କରିଛି ଶ୍ରୀମନ୍ଦିର ପ୍ରଶାସନ। ସେମାନେ ହେଲେ ନିଲମ୍ୱିତ ପ୍ରତିହାରି ସେବାୟତ ଆର୍ତ୍ତତ୍ରାଣ ପ୍ରତିହାରୀ, ରଥରେ ଚଢ଼ିଥିବା ମହିଳା ପଦ୍ମିନୀ ପାତ୍ର ଓ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ାଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ପୂର୍ବରୁ ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଆର୍ତ୍ତତ୍ରାଣ ପ୍ରତିହାରୀଙ୍କୁ ସେବାରୁ ନିଲମ୍ୱନ କରିଥିବାବେଳେ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ନୋଟିସ୍ ଜାରି କରିଥିଲା। ଏହି ଅଭିଯୋଗ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ପୂର୍ବରୁ ପୁରୀ ଏସପି ଆଶିଷ ସିଂ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଶ୍ରୀ ଜଗନ୍ନାଥଙ୍କ  ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ଯେ ଏନେଇ ମୁଁ କୋର୍ଟର ଦ୍ୱାରସ୍ଥ ହେବି । ଆବଶ୍ୟକ ପଡିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କୁମ୍ଭାରପଡା ଥାନା ଅଧିକାରୀ କ୍ଷୀରୋଦ ସାହୁ କହିଛନ୍ତି ଯେ ଏଥିରେ ସଂପୃକ୍ତ ତିନି ଜଣଙ୍କର ବୟାନ ରେକର୍ଡ କରାଯିବ। ଡକ୍ୟୁମେଣ୍ଟେସନ୍ କରାଯାଇ ଆଗାମୀ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ମତାମତ ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story