ରାଉରକେଲା ୟୁନାଇଟେଡ୍‌ ବ୍ୟାଙ୍କ୍‌ ଠକେଇ ମାମଲା: ଦେଶର ୨୯ଟି ସ୍ଥାନରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ରାଉରକେଲା ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ୨୫ କୋଟି ଟଙ୍କା ଠକେଇ ଅଭିଯୋଗ ପଦାକୁ ଆସିବା ପରେ ଆଜି  ଦେଶର ୨୯ଟି ସ୍ଥାନରେ ସିବିଆଇ ଆଜି ଚଢ଼ାଉ କରିଛି। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଓଡ଼ିଶାର ୧୭ ,ପଶ୍ଚିମବଙ୍ଗର ୧୦ ଓ ମହାରାଷ୍ଟ୍ରର ୨ଟି ସ୍ଥାନରେ ଚଢ଼ାଉ ହୋଇଛି। କିଛି ବ୍ୟାଙ୍କ ଅଧିକାରୀଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,ରାଉରକେଲା ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ […]

cbi

Rakesh Mallick
  • Published: Tuesday, 30 August 2016
  • , Updated: 30 August 2016, 12:42 PM IST

ଭୁବନେଶ୍ୱର: ରାଉରକେଲା ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ୨୫ କୋଟି ଟଙ୍କା ଠକେଇ ଅଭିଯୋଗ ପଦାକୁ ଆସିବା ପରେ ଆଜି  ଦେଶର ୨୯ଟି ସ୍ଥାନରେ ସିବିଆଇ ଆଜି ଚଢ଼ାଉ କରିଛି। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଓଡ଼ିଶାର ୧୭ ,ପଶ୍ଚିମବଙ୍ଗର ୧୦ ଓ ମହାରାଷ୍ଟ୍ରର ୨ଟି ସ୍ଥାନରେ ଚଢ଼ାଉ ହୋଇଛି।

କିଛି ବ୍ୟାଙ୍କ ଅଧିକାରୀଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ,ରାଉରକେଲା ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଏହି ଠକେଇ ହୋଇଥିବା ଅଭିଯୋଗ ଆସିବା ପରେ ସିବିଆଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Related story