ଜାଣିଥିଲେ ଜୀବନ ଆଉ ମାତ୍ର କେଇ ଘଣ୍ଟାର, ତଥାପି...

ମୃତ୍ୟୁ ତାଙ୍କୁ ଡରାଇ ପାରି ନଥିଲା। ଓଲଟି ମୃତ୍ୟୁକୁ ସେ ସେଲିବ୍ରେଟ୍ କରିଥିଲେ। ମୃତ୍ୟୁ ସୁନିଶ୍ଚିତ ଥିବା ବେଳେ ମରିବା ପୂର୍ବରୁ ସେ ବିବାହ କରିବାକୁ ଚାହିଁଥିଲେ। ତାଙ୍କର ଏହି ଇଚ୍ଛାକୁ ସାହସର ସହିତ ସମ୍ମାନ ଦେଇଥିଲେ ତାଙ୍କ ପ୍ରେମିକ। ମୁହଁରେ ଅକ୍ସିଜେନ୍‌ ମାସ୍କ ଲଗାଇ ପ୍ରେମିକଙ୍କୁ ଡାକ୍ତରଖାନାରେ ବାହା ହୋଇଥିଲେ ସେ। ଆଉ ବାହାଘରର ୧୮ ଘଣ୍ଟା ପରେ ଏ ଦୁନିଆ ଛାଡ଼ି ଦେଇଥିଲେ। ଏ କାହାଣୀ ହେଉଛି ଆମେରିକା ସ୍ଥିତ ନ୍ୟୁ ଜର୍ସିର ହେଦର […]

america

america

Rakesh Mallick
  • Published: Monday, 01 January 2018
  • Updated: 01 January 2018, 12:56 PM IST

Sports

Latest News

ମୃତ୍ୟୁ ତାଙ୍କୁ ଡରାଇ ପାରି ନଥିଲା। ଓଲଟି ମୃତ୍ୟୁକୁ ସେ ସେଲିବ୍ରେଟ୍ କରିଥିଲେ। ମୃତ୍ୟୁ ସୁନିଶ୍ଚିତ ଥିବା ବେଳେ ମରିବା ପୂର୍ବରୁ ସେ ବିବାହ କରିବାକୁ ଚାହିଁଥିଲେ। ତାଙ୍କର ଏହି ଇଚ୍ଛାକୁ ସାହସର ସହିତ ସମ୍ମାନ ଦେଇଥିଲେ ତାଙ୍କ ପ୍ରେମିକ। ମୁହଁରେ ଅକ୍ସିଜେନ୍‌ ମାସ୍କ ଲଗାଇ ପ୍ରେମିକଙ୍କୁ ଡାକ୍ତରଖାନାରେ ବାହା ହୋଇଥିଲେ ସେ। ଆଉ ବାହାଘରର ୧୮ ଘଣ୍ଟା ପରେ ଏ ଦୁନିଆ ଛାଡ଼ି ଦେଇଥିଲେ।

cancerଏ କାହାଣୀ ହେଉଛି ଆମେରିକା ସ୍ଥିତ ନ୍ୟୁ ଜର୍ସିର ହେଦର ଲିଣ୍ଡସେଙ୍କର। ସେ ସ୍ତନ କର୍କଟରେ ଦୀର୍ଘ ଦିନ ହେବ ଆକ୍ରାନ୍ତ ଥିଲେ। ଚିକିତ୍ସା ସତ୍ତ୍ୱେ ଧୀରେ ଧୀରେ ସ୍ଥିତି ବିଗିଡ଼ି ଯାଇଥିଲା। ମୃତ୍ୟୁ ସୁନିଶ୍ଚିତ ଥିଲା। ଏହା ଜାଣିବା ପରେ ସେ ଦୀର୍ଘ ଦିନର ପ୍ରେମିକ ଡେଭିଡ୍ ମୋସରଙ୍କୁ ବିବାହ କରିବାକୁ ଚାହିଁଥିଲେ। ୨୦୧୫ରେ ସେମାନଙ୍କ ମଧ୍ୟରେ ପ୍ରଥମେ ଭେଟ ହୋଇଥିଲା। ଏହା ପରେ ଦୁହେଁ ପ୍ରେମରେ ପଡ଼ିଯାଇଥିଲେ। ଡେଭିଡ ବି ହେଦରଙ୍କ ପ୍ରସ୍ତାବରେ ହଁ ଭରିଥିଲେ। ଡାକ୍ତରଖାନାରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହ ବେଳେ ତାଙ୍କ ମୁହଁରେ ଅକ୍ସିଜେନ୍ ମାସ୍କ ଲାଗିଥିଲା। ବିବାହର ବଚନ ଉଚ୍ଚାରଣ କରିବାକୁ ବି ତାଙ୍କ ଦେହରେ ବଳ ନଥିଲା।   ହେଦରଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ଡାକ୍ତରଖାନାରେ ଅନ୍ୟ କର୍ମଚାରୀମାନେ ବାହାଘରରେ ସାମିଲ ହୋଇଥିଲେ। ବାହାଘର ପରେ ହେଦର ବେଶ୍ ଖୁସି ଥିଲେ। ତେବେ ବିବାହର ୧୮ ଘଣ୍ଟା ପରେ ନିରବି ଗଲେ ହେଦର। ସାଙ୍ଗସାଥୀ, ପରିବାର, ସ୍ୱାମୀ ସମସ୍ତଙ୍କୁ ଛାଡ଼ି ଚାଲିଗଲେ।

cancercoupleଗତମାସରେ ହେଦରଙ୍କ ପରଲୋକ ହୋଇଥିଲା। ତାଙ୍କର ଜଣେ ସାଙ୍ଗ ଫେସ୍‌ବୁକ୍‌ରେ ହେଦରଙ୍କ ବାହାଘର ଫଟୋ ପୋଷ୍ଟ କରିବା ସହିତ ଏ କଥା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story