ଏମିତି ଝରଣା ଯାହା ରକ୍ତ ପରି ଲାଲ, ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଝରଣା ଦେଖିବାକୁ ସମସ୍ତେ ଭଲ ପାଆନ୍ତି। କଳ କଳ ନାଦରେ ପାହାଡ଼ ଉପରୁ ତଳକୁ ବୋହି ଆସୁଥିବା ଝରଣା ପାଣି ଖୁବ ମନୋରମ ଲାଗେ।  କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଝରଣା ବିଷୟରେ ଜଣାଇବୁ ଯାହାକୁ ଦେଖିଲେ ଆପଣ ହୁଏତ ଡରିଯିବେ। ଲାଗିବ ଏହି ଝରଣା ପାଣିରେ ରକ୍ତର ପ୍ରବାହ ହେଉଛି। ଏହାକୁ ଆପଣ ହୁଏତ ରକ୍ତର ଝରଣା କହିବେ।  ଆମେ କହୁଛୁ ଆଣ୍ଟର୍କାଟିକାର ଟେଲର ଗ୍ଲେସିୟରର ବୋହୁଥିବା ରକ୍ତ ଝରଣା କଥା। […]

m_1

m_1

Rakesh Mallick
  • Published: Monday, 19 February 2018
  • Updated: 19 February 2018, 05:36 PM IST

Sports

Latest News

ନୂଆଦିଲ୍ଲୀ: ଝରଣା ଦେଖିବାକୁ ସମସ୍ତେ ଭଲ ପାଆନ୍ତି। କଳ କଳ ନାଦରେ ପାହାଡ଼ ଉପରୁ ତଳକୁ ବୋହି ଆସୁଥିବା ଝରଣା ପାଣି ଖୁବ ମନୋରମ ଲାଗେ।  କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଝରଣା ବିଷୟରେ ଜଣାଇବୁ ଯାହାକୁ ଦେଖିଲେ ଆପଣ ହୁଏତ ଡରିଯିବେ।

ଲାଗିବ ଏହି ଝରଣା ପାଣିରେ ରକ୍ତର ପ୍ରବାହ ହେଉଛି। ଏହାକୁ ଆପଣ ହୁଏତ ରକ୍ତର ଝରଣା କହିବେ।  ଆମେ କହୁଛୁ ଆଣ୍ଟର୍କାଟିକାର ଟେଲର ଗ୍ଲେସିୟରର ବୋହୁଥିବା ରକ୍ତ ଝରଣା କଥା। ଏହି ଝରଣାର ପାଣି ରକ୍ତ ପରି ଲାଲ୍‌ ଦେଖାଯାଏ । ଏଥିପାଇଁ ଏହି ଝରଣାକୁ ବ୍ଲଡ୍‌ ଫଲ୍‌ (ରକ୍ତ ଝରଣା) ବୋଲି କୁହାଯାଏ । ମେକ ମରଡୋ ଘାଟିରେ ଏହି ରକ୍ତ ଝରଣା ପ୍ରବାହିତ ।

୧୯୧୧ ମସିହାରେ ଆମେରିକାର ଜୀବ ବିଜ୍ଞାନୀ ଟେଲର ଏହି ଗ୍ଲେସିୟର ଅବିଷ୍କାର କରିଥିଲେ। ତାଙ୍କରି ନାମ ଅନୁସାରେ ଏହି ସ୍ଥାନଟି ପରିଚିତ ହୋଇଛି। ପାଞ୍ଚ ମହଲାଘର ଭଳି ଉଚ୍ଚାତାରୁ ପଡ଼ୁଥିହା ଏହି ଝରଣା ପାଣି ଅଲଗା ହୋଇଥିଲେ ହେଁ ଏହାକୁ ଦେଖିବାକୁ ଲୋକଙ୍କର ଉତ୍ସାହ ନ ଥାଏ। ଲୋକମାନେ ଭାବନ୍ତି ଯେ, ଏଠାରେ ସୈତାନ ଆତ୍ମାମାନେ ରୁହନ୍ତି। ଆଉ  ଏମାନେ ଲୋକମାନଙ୍କୁ ମାରିଦିଅନ୍ତି। ମଣିଷ ରକ୍ତରେ ଏହି ଝରଣା ଲାଲ୍ ହୋଇଥାଏ ବୋଲି ଲୋକମାନଙ୍କ ଧାରଣ ରହିଛି।

ଏ ବିଷୟରେ ବିଜ୍ଞାନ କିନ୍ତୁ ଅଲଗା କଥା କହେ। ବିଜ୍ଞାନ ଅନୁସାରେ ଗ୍ଲେସିୟର ତଳେ ଏକ ହ୍ରଦ ରହିଛି। ଅତ୍ୟଧିକ ଥଣ୍ଡା ଯୋଗୁଁ ହ୍ରଦର ପାଣି ଗ୍ଲେସିୟରେ ପରିଣତ ହୋଇଛି। ଗ୍ଲେସିୟରରେ ଫାଟ ସୃଷ୍ଟି ହେଉଛି। ଫଳରେ ହ୍ରଦ ପାଣି ଧୋଇ ଆସୁଛି। ଏଥିରେ ଥିବା ଆଇରନ୍‌ ଅକ୍ସାଇଡ୍ ପବନ ସଂଷ୍ପର୍ଶରେ ଆସି ପାଣିକୁ ଲାଲ୍‌ କରିଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story