ଏମିତି ହୋଇଥାଏ ନାରୀଙ୍କ ସ୍ୱଭାବ

ସମାଜରେ ବିଭିନ୍ନ ପ୍ରକାର ମଣିଷଙ୍କୁ ଦେଖିବାକୁ ମିଳିଥାଏ। ଆଉ ସେମାନଙ୍କ ସ୍ୱଭାବ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ସବୁ ବେଳେ ସମସ୍ତେ କହିଥାନ୍ତି ନାରୀଙ୍କୁ ବୁଝିବା କଷ୍ଟକର। ହେଲେ ଏହା ସତ ନୁହେଁ। କେଉଁ ନାରୀର ସ୍ୱଭାବ କେମିତି ସେ ବିଷୟରେ ସମୁଦ୍ରଶାସ୍ତ୍ରରେ ପ୍ରାଞ୍ଜଳ ଭାବେ ଉଳ୍ଲେଖ ରହିଛି। ଆସନ୍ତୁ ଜାଣିବା କେମିତି  ଜାଣିବେ ନାରୀଙ୍କ ସ୍ୱଭାବ। ପଦ୍ମିନୀ ପଦ୍ମିନୀ ନାରୀମାନେ ଶାନ୍ତଶିଷ୍ଠ, ଧାର୍ମିକ ଓ ବାପା-ମାଆଙ୍କୁ ସେବା କରିବାକୁ ଭଲ ପାଆନ୍ତି। ଦେଖିବାକୁ ବହୁତ ସୁନ୍ଦର […]

woman

woman

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 11:02 AM IST

Sports

Latest News

ସମାଜରେ ବିଭିନ୍ନ ପ୍ରକାର ମଣିଷଙ୍କୁ ଦେଖିବାକୁ ମିଳିଥାଏ। ଆଉ ସେମାନଙ୍କ ସ୍ୱଭାବ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ସବୁ ବେଳେ ସମସ୍ତେ କହିଥାନ୍ତି ନାରୀଙ୍କୁ ବୁଝିବା କଷ୍ଟକର। ହେଲେ ଏହା ସତ ନୁହେଁ। କେଉଁ ନାରୀର ସ୍ୱଭାବ କେମିତି ସେ ବିଷୟରେ ସମୁଦ୍ରଶାସ୍ତ୍ରରେ ପ୍ରାଞ୍ଜଳ ଭାବେ ଉଳ୍ଲେଖ ରହିଛି। ଆସନ୍ତୁ ଜାଣିବା କେମିତି  ଜାଣିବେ ନାରୀଙ୍କ ସ୍ୱଭାବ।

ପଦ୍ମିନୀ

ପଦ୍ମିନୀ ନାରୀମାନେ ଶାନ୍ତଶିଷ୍ଠ, ଧାର୍ମିକ ଓ ବାପା-ମାଆଙ୍କୁ ସେବା କରିବାକୁ ଭଲ ପାଆନ୍ତି। ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ସେମାନଙ୍କ ଶରୀରକୁ ଏକ ସୁଗନ୍ଧ ଆସିଥାଏ। ଏହି ନାରୀମାନଙ୍କ କଥାରେ ମଧୁରତା ଥାଏ। ପ୍ରଥମ ଦେଖାରେ ତାଙ୍କ ପ୍ରତି ସମସ୍ତେ ଆକର୍ଷିତ ହୋଇଥାନ୍ତି। ସେମାନଙ୍କ ଆଖି ସାମାନ୍ୟ ଠାରୁ ଅଳ୍ପ ମାତ୍ରାରେ ବଡ଼ ହୋଇଥାଏ। ସେମାନେ ପତିବ୍ରତାର ପ୍ରତୀକ ହୋଇଥାନ୍ତି। ନାକ, କାନ ଓ ହାତର ଅଙ୍ଗୁଳି ଛୋଟ ହୋଇଥାଏ। ଏହି ନାରୀଙ୍କ ଗଳା ଶଙ୍ଖ ଭଳି ଦେଖିବାକୁ। ଯେଉଁଠି ସେମାନେ ବିବାହ କରିଥାନ୍ତି ସେହି ଘରେ ଲକ୍ଷ୍ମୀ ଆଗମନ ହୋଇଥାଏ।

 ଶଂଖିନୀ

ଶଂଖିନୀ ସ୍ୱଭାବ ନାରୀ ଅନ୍ୟମାନଙ୍କଠାରୁ ଟିକେ ଲମ୍ୱା ହୋଇଥାନ୍ତି। ସେମାନେ ସ୍ୱର ଗମ୍ଭୀର ହୋଇଥାଏ। ନାକ ମୋଟା ହୋଇଥାଏ। ସେମାନେ କେବେ ହେଲେ ଖୁସି ହୋଇନଥାନ୍ତି। ସବୁବେଳେ କ୍ରୋଧିତ ରହିଥାନ୍ତି। ଏହି ନାରୀମାନେ ସ୍ୱାର୍ଥପର ହୋଇଥାନ୍ତି। କେବଳ ନିଜ ପାଇଁ ଚିନ୍ତା କରିଥାନ୍ତି। ବିବାହ ପରେ ପରିବାର ସହ ରହିବାକୁ ପସନ୍ଦ କରି ନଥାଆନ୍ତି। ଭୋଗ-ବିଳାସ ଭିତରେ ରହିବାକୁ ପସନ୍ଦ କରିଥାନ୍ତି। ଅଧିକ କଥା କହିଥାନ୍ତି।

 ହସ୍ତିନୀ

ଏହି ନାରୀମାନେ ସବୁବେଳେ ନିଜର ସ୍ୱଭାବ ପରିବର୍ତ୍ତନ କରିଥାନ୍ତି। ସେମାନଙ୍କ ଶରୀର ଅଳ୍ପ ମାତ୍ରାରେ ମୋଟା ହୋଇଥାଏ। ଆଳସ୍ୟ ହୋଇଥାନ୍ତି। ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି। ଏହି ନାରୀମାନେ କଳହ ପ୍ରକୃତିର ହୋଇଥାନ୍ତି। ଏଥିପାଇଁ ଘରେ ସବୁବଳେ ଝଗଡ଼ା ହୋଇଥାଏ।

ଚିତ୍ରାଣୀ

ଏହି ନାରୀମାନେ ସମସ୍ତଙ୍କୁ ଭଲ ପାଆନ୍ତି। କାହାକୁ ଦୁଃଖ ଦେବାକୁ ପସନ୍ଦ କରି ନଥାଆନ୍ତି। ସମସ୍ତ କାମରେ ପାରଙ୍ଗମ ହୋଇଥାନ୍ତି। ଏହାସହିତ ସେମାନେ ବୁଦ୍ଧିମାନ ହୋଇଥାନ୍ତି। ଅଧିକ ପରିଶ୍ରମ କରି ପାରି ନଥାନ୍ତି। ସୁନ୍ଦର ଦେଖାଯାଆନ୍ତି। ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି। ଏହି ନାରୀମାନଙ୍କ ଆୟୁଷ ୪୮ ବର୍ଷ ହୋଇଥାଏ। ସେମାନଙ୍କର ପ୍ରାୟ ୩ଟି ସନ୍ତାନ ହୋଇଥାଏ।

ପୁଶ୍ଚଳୀ

ପୁଶ୍ଚଳୀ ସ୍ୱଭାବ ନାରୀଙ୍କୁ ଲଜ୍ୟା ଲାଗି ନଥାଏ।  ସେମାନେ ନିଜ ସ୍ୱାମୀ ଅପେକ୍ଷା ଅନ୍ୟ ଲୋକଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ଏହି କାରଣରୁ ସମାଜରେ ସେମାନଙ୍କୁ ସମ୍ମାନ ମିଳି ନଥାଏ। ସେମାନଙ୍କ କଥାରେ ମଧୁରତା ନଥାଏ। ସେମାନଙ୍କ ହାତରେ ଦୁଇଟି ଶଙ୍ଖ ରେଖା ଓ ନାକରେ ଜାଇ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story