ସବୁ ଡାକ୍ତରଖାନାରେ ଲାଗିବ ସିସିଟିଭି

ଭୁବନେଶ୍ୱର: ବାରମ୍ବାର ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ଓ ଭଙ୍ଗାରୁଜା ଘଟଣା ରୋକିବାକୁ ପୋଲିସ ଡିଜି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ଚିକିତ୍ସାଳୟରେ ସିସିଟିଭି ଲଗାଇବାକୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଡାକ୍ତରଖାନା ଗୁଡିକରେ ପୋଲିସ ସୁରକ୍ଷା କଡାକଡି କରିବାକୁ ସେ ସମସ୍ତ ଜିଲ୍ଲାର ଏସ୍‌ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଖାନା ପରିସରରେ ଯେଉଁମାନେ ଗଣ୍ଡଗୋଳ କରୁଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି।

puri-medical

Rakesh Mallick
  • Published: Sunday, 28 August 2016
  • , Updated: 28 August 2016, 05:06 PM IST

ଭୁବନେଶ୍ୱର: ବାରମ୍ବାର ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ଓ ଭଙ୍ଗାରୁଜା ଘଟଣା ରୋକିବାକୁ ପୋଲିସ ଡିଜି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ଚିକିତ୍ସାଳୟରେ ସିସିଟିଭି ଲଗାଇବାକୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଡାକ୍ତରଖାନା ଗୁଡିକରେ ପୋଲିସ ସୁରକ୍ଷା କଡାକଡି କରିବାକୁ ସେ ସମସ୍ତ ଜିଲ୍ଲାର ଏସ୍‌ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଡାକ୍ତରଖାନା ପରିସରରେ ଯେଉଁମାନେ ଗଣ୍ଡଗୋଳ କରୁଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି।

Related story