ସହମତି ଭିତ୍ତିରେ ନିର୍ବାଚିତ ହେବେ ରାଜ୍ୟ ବିଜେପିର ନୂଆ ସଭାପତି

ଭୁବନେଶ୍ୱର: ସହମତି ଭିତ୍ତିରେ ଦଳର ନୂଆ ମୁଖିଆ ବଛାଯିବା ଉପରେ ଗୁରୁତ୍ୱ ଦେଇଛି ରାଜ୍ୟ ବିଜେପି। ନୂଆ ମଙ୍ଗୁଆଳ ଦୌଡ଼ରେ କିଛି ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି। ତେବେ କିଏ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସିବେ ତାକୁ ନେଇ ଜୋରଦାର କସରତ ଜାରି ରହିଛି। କେନ୍ଦ୍ରୀୟ ନେତା ବାରମ୍ୱାର ଓଡ଼ିଶା ଆସି ରାଜ୍ୟନେତାଙ୍କ ସହ ବିଚାର ବିମର୍ଶ ମଧ୍ୟ କରୁଛନ୍ତି। ଜାନୁୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ୩୭ଟି ସାଙ୍ଗଠନିକ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଶେଷ କରିବାକୁ […]

bjp

bjp

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 02:59 PM IST

Sports

Latest News

ଭୁବନେଶ୍ୱର: ସହମତି ଭିତ୍ତିରେ ଦଳର ନୂଆ ମୁଖିଆ ବଛାଯିବା ଉପରେ ଗୁରୁତ୍ୱ ଦେଇଛି ରାଜ୍ୟ ବିଜେପି। ନୂଆ ମଙ୍ଗୁଆଳ ଦୌଡ଼ରେ କିଛି ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି। ତେବେ କିଏ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସିବେ ତାକୁ ନେଇ ଜୋରଦାର କସରତ ଜାରି ରହିଛି। କେନ୍ଦ୍ରୀୟ ନେତା ବାରମ୍ୱାର ଓଡ଼ିଶା ଆସି ରାଜ୍ୟନେତାଙ୍କ ସହ ବିଚାର ବିମର୍ଶ ମଧ୍ୟ କରୁଛନ୍ତି। ଜାନୁୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ୩୭ଟି ସାଙ୍ଗଠନିକ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ତୃତୀୟ ସପ୍ତାହରେ ବଛା ହେବେ ଦଳ ନୂଆ ସଭାପତି।

ଏନେଇ ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ସବୁ ରାଜ୍ୟରେ ସର୍ବସମ୍ମତି କ୍ରମେ ନିର୍ବାଚନ କରାଇବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି। ଯାହା ବି ହେବ ସର୍ବସମ୍ମତିରେ ହେବ।

ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି ଯେ ନୂଆବର୍ଷରେ ବିଜେପିର ନବକଳେବର ହେବ। ରାଜ୍ୟବାସୀ ଦଳର ନୂଆ ସଭାପତିଙ୍କୁ ପାଇବେ।

ଜିଲ୍ଲା ସଭାପତି ଚୟନ ପ୍ରକିୟା ଓ ସଭାପତି ନିର୍ବାଚନ ପକ୍ରିୟା ପାଇଁ ରବିବାର ରାଜ୍ୟ ବିଜେପିର ଏକ ବୈଠକ ବସିଥିଲା। ଏଥିରେ ୩୭ଟି ସାଂଗଠନିକ ଜିଲ୍ଲାର ସଭାପତିମାନେ ମଧ୍ୟ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲା ସଭାପତି ଚୟନର ମାପଦଣ୍ଡ ଓ ସହମତି ସଂପର୍କରେ ଆଲୋଚନା କରାଯାଇଥିଲା।

ସେହିପରି ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି, ଆସନ୍ତା ବର୍ଷ ଫେବ୍ରୁଆରୀରୁ ବିଜେପି ସଂଘର୍ଷ ଆରମ୍ଭ କରିବ। ପ୍ରଥମେ ମଣ୍ଡଳ ଓ ବ୍ଲକ୍ ସ୍ତରରେ କାର୍ଯ୍ୟକ୍ରମ କରାଯିବ। ତା’ପରେ ଜିଲ୍ଲାଗୁଡ଼ିକରେ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ତା’ପରେ ରାଜ୍ୟସ୍ତରରେ କାର୍ଯ୍ୟକ୍ରମ କରାଯିବ। ଏହା ଦ୍ୱାରା ଦଳର ସଂଗଠନ ତୃଣମୂଳ ସ୍ତରରୁ ଦୃଢ଼ ହେବ। ଏନେଇ ରଣନୀତି ପ୍ରସ୍ତୁତ କରାଯାଇଛି।

ଓଡ଼ିଶାରେ ବିଜେପିର ୯୯୯ଟି ମଣ୍ଡଳ ମଧ୍ୟରୁ ୬୫୦ରେ ସହମତି ଭିତ୍ତିରେ ସଭାପତି ବଛା ସରିଛି। ୩୭ ସାଙ୍ଗଠନିକ ଜିଲ୍ଲାରୁ ୩୨ଟିରେ ଜିଲ୍ଲା ସଭାପତି ଚୟନ ନେଇ ପ୍ରାଥମିକ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story