ଆଇଟି ପରାମର୍ଶଦାତା ପଦରୁ ସାମ ପିଟ୍ରୋଡ଼ାଙ୍କ ଇସ୍ତଫା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଇଟି ପରାମର୍ଶଦାତା ସାମ ପିଟ୍ରୋଡ଼ା ଆଜି ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଥିବା ଜଣାପଡ଼ିଛି। ଜୁନ ୧ ତାରିଖରେ ସାମ୍ ପିଟ୍ରୋଡାଙ୍କୁ ଆଇସିସିର ଓଭରସିଜ୍ ଡିପାର୍ଟମେଣ୍ଟର ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା। ପରେ ପିଟ୍ରୋଡ଼ାଙ୍କୁ ନେଇ ରାଜ୍ୟ ରାଜନୀତିରେ କଳ୍ପନାଜଳ୍ପନା ଲାଗି ରହିଥିଲା। ଅନ୍ୟପକ୍ଷରେ ବିଜେପି ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଥିଲା।

DBudpvCVoAEMSrI

Rakesh Mallick
  • Published: Wednesday, 07 June 2017
  • , Updated: 07 June 2017, 11:05 PM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଇଟି ପରାମର୍ଶଦାତା ସାମ ପିଟ୍ରୋଡ଼ା ଆଜି ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଥିବା ଜଣାପଡ଼ିଛି।

ଜୁନ ୧ ତାରିଖରେ ସାମ୍ ପିଟ୍ରୋଡାଙ୍କୁ ଆଇସିସିର ଓଭରସିଜ୍ ଡିପାର୍ଟମେଣ୍ଟର ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା। ପରେ ପିଟ୍ରୋଡ଼ାଙ୍କୁ ନେଇ ରାଜ୍ୟ ରାଜନୀତିରେ କଳ୍ପନାଜଳ୍ପନା ଲାଗି ରହିଥିଲା। ଅନ୍ୟପକ୍ଷରେ ବିଜେପି ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଥିଲା।

Related story