ସମ୍ୱଲପୁରରୁ ଲୁଟିଥିଲେ, ବିହାରରୁ ଧରା ପଡ଼ିଲେ; ୧୫ କିଗ୍ରା ସୁନା ଜବତ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ବୁଢ଼ାରାଜାସ୍ଥିତ ମୁଥୁଟ୍ ଫାଇନାନ୍ସ ଡକାୟତି ଘଟଣାରେ ୬ ଡକାୟତ ଗିରଫ କରିଛି ପୋଲିସ। ବିହାରର ପାଟନାରୁ ଏମାନଙ୍କୁ ଗିରଫ କରାଯାଇଛି। ବିହାର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଓ ସମ୍ବଲପୁର ପୋଲିସ ମିଳିତ ଚଢ଼ାଉ ଅଭିଯୁକ୍ତ ଧରିବାରେ ସଫଳ ହୋଇଛନ୍ତି।  ଡକାୟତଙ୍କ ନିକଟରୁ ୧୫ କେଜି ସୁନା ଅଳଙ୍କାର ଜବତ କରାଯାଇଛି। ସମ୍ବଲପୁର ଏସ୍‌ପି ସଞ୍ଜୀବ ଆରୋରା କହିଛନ୍ତି-“ଅପରାଧୀଙ୍କୁ ଧରିବା ବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିସହ ଡକାୟତ ଗ୍ୟାଙ୍ଗର […]

sambalpur police arrest six docait

Rakesh Mallick
  • Published: Sunday, 21 January 2018
  • , Updated: 21 January 2018, 01:37 PM IST

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ବୁଢ଼ାରାଜାସ୍ଥିତ ମୁଥୁଟ୍ ଫାଇନାନ୍ସ ଡକାୟତି ଘଟଣାରେ ୬ ଡକାୟତ ଗିରଫ କରିଛି ପୋଲିସ। ବିହାରର ପାଟନାରୁ ଏମାନଙ୍କୁ ଗିରଫ କରାଯାଇଛି। ବିହାର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଓ ସମ୍ବଲପୁର ପୋଲିସ ମିଳିତ ଚଢ଼ାଉ ଅଭିଯୁକ୍ତ ଧରିବାରେ ସଫଳ ହୋଇଛନ୍ତି।  ଡକାୟତଙ୍କ ନିକଟରୁ ୧୫ କେଜି ସୁନା ଅଳଙ୍କାର ଜବତ କରାଯାଇଛି।

ସମ୍ବଲପୁର ଏସ୍‌ପି ସଞ୍ଜୀବ ଆରୋରା କହିଛନ୍ତି-“ଅପରାଧୀଙ୍କୁ ଧରିବା ବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିସହ ଡକାୟତ ଗ୍ୟାଙ୍ଗର ମୁଖ୍ୟ ନାଳନ୍ଦାର ସୁବୋଧ ସିଂ ମଧ୍ୟ ଗିରଫ ହୋଇଛି। ଦେଶର ବିଭିନ୍ନ ଡକାୟତି ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।”

Related story