ସମ୍ବଲପୁର: ହୀରାକୁଦ ଡ୍ୟାମର ଖୋଲିଲା ଆଉ ୭ଟି ଗେଟ୍ ,୧୫ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୭ଟି ଗେଟ୍ ଖୋଲିଲା। ଏବେ ମୋଟ୍ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ୍ ଜଳପତ୍ତନରେ ବୃଦ୍ଧି ଘଟିଛି। ଫଳରେ ପର୍ଯ୍ୟାୟକ୍ରମେ ଡ୍ୟାମର ଗେଟ୍ ଖେଲାଯାଇ ଜଳ ନିଷ୍କାସନ କରାଯାଇଛି। ତେବେ ଜଳ ନିଷ୍କାସନ ଯୋଗୁଁ ତଳ ମୁଣ୍ଡରେ କୌଣସି ବିପଦଜନକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।        

Dam

Dam

Rakesh Mallick
  • Published: Monday, 21 September 2015
  • Updated: 21 September 2015, 10:43 AM IST

Sports

Latest News

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୭ଟି ଗେଟ୍ ଖୋଲିଲା। ଏବେ ମୋଟ୍ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ୍ ଜଳପତ୍ତନରେ ବୃଦ୍ଧି ଘଟିଛି। ଫଳରେ ପର୍ଯ୍ୟାୟକ୍ରମେ ଡ୍ୟାମର ଗେଟ୍ ଖେଲାଯାଇ ଜଳ ନିଷ୍କାସନ କରାଯାଇଛି। ତେବେ ଜଳ ନିଷ୍କାସନ ଯୋଗୁଁ ତଳ ମୁଣ୍ଡରେ କୌଣସି ବିପଦଜନକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos