ସମୁଦ୍ର ମାଡ଼ି ଆସିବା ଘଟଣାର ଅନୁଧ୍ୟାନ କଲା ମାଡ୍ରାସରୁ ଆସିଥିବା ବିଶେଷଜ୍ଞ ଟିମ୍

ପୁରୀ: ପୁରୀରେ ସ୍ୱର୍ଗଦ୍ୱାର ବେଳାଭୂମି ନିକଟରେ ସମୁଦ୍ର ମାଡ଼ି ଆସିବା ଘଟଣାର ଆଜି ମାଡ୍ରାସରୁ ଆସିଥିବା ଦୁଇ ଜଣିଆ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ କରିଛନ୍ତି। ଇଂଜିନିୟର ରାମ କୁମାର ଓ କାଦିର ରାୱାନ ନେଇ ଗଠିତ ଏହି ଟିମ୍‌ ବେଳାଭୂମି ବୁଲି ଦେଖିଛନ୍ତି। ଏହି ଟିମ୍‌ ପ୍ରଥମେ ସ୍ୱର୍ଗଦ୍ୱାର ବେଳାଭୂମିର ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ପରେ ମଙ୍ଗଳା ନଦୀ ମୁହାଣକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ମଙ୍ଗଳା ନଦୀ ଗତିପଥରେ ପରିବର୍ତ୍ତନ, ବେଳାଭୂମି ଅବକ୍ଷୟର ଏକ କାରଣ  […]

puri

puri

Rakesh Mallick
  • Published: Sunday, 14 August 2016
  • Updated: 14 August 2016, 06:10 PM IST

Sports

Latest News

ପୁରୀ: ପୁରୀରେ ସ୍ୱର୍ଗଦ୍ୱାର ବେଳାଭୂମି ନିକଟରେ ସମୁଦ୍ର ମାଡ଼ି ଆସିବା ଘଟଣାର ଆଜି ମାଡ୍ରାସରୁ ଆସିଥିବା ଦୁଇ ଜଣିଆ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ କରିଛନ୍ତି। ଇଂଜିନିୟର ରାମ କୁମାର ଓ କାଦିର ରାୱାନ ନେଇ ଗଠିତ ଏହି ଟିମ୍‌ ବେଳାଭୂମି ବୁଲି ଦେଖିଛନ୍ତି। ଏହି ଟିମ୍‌ ପ୍ରଥମେ ସ୍ୱର୍ଗଦ୍ୱାର ବେଳାଭୂମିର ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ପରେ ମଙ୍ଗଳା ନଦୀ ମୁହାଣକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ମଙ୍ଗଳା ନଦୀ ଗତିପଥରେ ପରିବର୍ତ୍ତନ, ବେଳାଭୂମି ଅବକ୍ଷୟର ଏକ କାରଣ  ହୋଇଥାଇପାରେ  ବୋଲି  ଟିମ୍ ଆଶଙ୍କା ପ୍ରକାଶ କରିଛନ୍ତି।

ରାଜ୍ୟ ସରକାରଙ୍କ ସମେତ ଚେନ୍ନାଇ ଆଇଆଇଟିକୁ ରିପୋର୍ଟ ପ୍ରଦାନ କରିବେ ବୋଲି ବିଶେଷଜ୍ଞ କହିଛନ୍ତି। ଏହା ସହ ବେଳାଭୂମି ଅବକ୍ଷୟ  ରୋକିବା ପାଇଁ ଜିଓ ଟ୍ୟୁବ୍‌ ଏମ୍ବାକମେଣ୍ଟ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି ଏହି ଟିମ୍। ନଦୀ ଗତିପଥ ପରିବର୍ତ୍ତନ କରୁଥିବାରୁ ଏନେଇ ଚିନ୍ତା ପ୍ରକଟ କରିଛି ବିଶେଷଜ୍ଞ ଦଳ।

ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁ କହିଛନ୍ତି,“ମଙ୍ଗଳା ନଦୀ ମୁହାଣର ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରାୟ ୧୭୦ ମିଟର ଲମ୍ବ, ୮୦ ମିଟର ଓସାର ଓ ୫ ମିଟର ଗଭୀର କରାଯିବ। ଏହା ଦ୍ୱାରା ମଙ୍ଗଳା ନଦୀର ଜଳ ସହଜରେ ସମୁଦ୍ରକୁ ନିଷ୍କାସନ ହୋଇପାରିବ।”

ଗତ କିଛିଦିନ ହେଲା ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ସ୍ୱର୍ଗଦ୍ୱାରା ନିକଟରେ ବେଳାଭୂମି ଅସ୍ୱାଭାବିକ ଭାବେ ଅବକ୍ଷୟ ହୋଇଚାଲିଛି। ଏଠାରେ ନ୍ୟୁ ମେରାଇନ ଡ୍ରାଇଭଠାରୁ ସମୁଦ୍ର ଆଉ ମାତ୍ର ୨୦ ଫୁଟ ଦୂରରେ  ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story