ସାରଥି ବିବାଦରେ ମୁଖ୍ୟମନ୍ତ୍ରୀ ସ୍ଥିତି ସ୍ପଷ୍ଟ କରନ୍ତୁ: କେଭି ସିଂହଦେଓ

ଭୁବନେଶ୍ୱର: ସାରଥି ମାମଲାର ସିବିଆଇ ଓ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି। କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିଏଙ୍କୁ ବଦଳି ଯଥେଷ୍ଟ ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ତାଙ୍କୁ ଗିରଫ କରାଯାଉ ଓ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ । ବିଜେପି ରାଜ୍ୟସଭାପତି ସିଂହଦେଓ ଅଭିଯୋଗ କରିଛନ୍ତି ଯେ, ଗଜଭିୟେ ତାଙ୍କ ଫେସବୁକ, ଟ୍ୱିଟର ଓ ୟୁଟ୍ୟୁବ […]

bjp-1 (1)

bjp-1 (1)

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 01:43 PM IST

Sports

Latest News

bjp-1 (2)ଭୁବନେଶ୍ୱର: ସାରଥି ମାମଲାର ସିବିଆଇ ଓ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି। କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିଏଙ୍କୁ ବଦଳି ଯଥେଷ୍ଟ ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ତାଙ୍କୁ ଗିରଫ କରାଯାଉ ଓ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ । ବିଜେପି ରାଜ୍ୟସଭାପତି ସିଂହଦେଓ ଅଭିଯୋଗ କରିଛନ୍ତି ଯେ, ଗଜଭିୟେ ତାଙ୍କ ଫେସବୁକ, ଟ୍ୱିଟର ଓ ୟୁଟ୍ୟୁବ ଆକାଉଣ୍ଟରେ ଦର୍ଶାଇଛନ୍ତି ଯେ, ଘଟଣାଦିନ କେନ୍ଦ୍ରାପଡାର ପ୍ରତିଟି ଖବର ଗଜଭିୟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟକୁ ଅବଗତ କରୁଥିଲେ। ଗଜଭିୟେଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ସବୁ ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କର ସ୍ଥିତି ସ୍ପଷ୍ଟ କରନ୍ତୁ ବୋ‍ଲି ବିଜେପି ସଂହଦେଓ ଦାବି କରିଛନ୍ତି ।

ଅନ୍ୟପକ୍ଷେ ବିଜେପିର ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି, ସାରଥି ପ୍ରସଙ୍ଗରେ ଗଣମାଧ୍ୟମ ଲୋକଲୋଚନକୁ ଆଣିଥିଲା । ଜନସାଧାରଣଙ୍କ ଦାବିକୁ ଆଖି ରଖି ସରକାର ୧୬ ଘଣ୍ଟା ମଧ୍ୟରେ ସାରଥି ଓ ଗଜଭିୟେଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେଣୁ ବିଜେପି ଯେଉଁ ଅଭିଯୋଗ ଆଣିଛି ତାହା ସମୟ ସାପେକ୍ଷ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏହାକୁ ବିଜେପି ରାଜନୀତିକରଣ ନ କରୁ । ଆଇନ ଅନୁଯାଇ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜଣେ ଆଇପିଏସ ଅଫିସର ହୋଇ କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେ ଏପରି କରିବା ଅତ୍ୟନ୍ତ ନିନ୍ଦନୀୟ । ମୁଖ୍ୟମନ୍ତ୍ରୀଙ୍କ ଗ୍ୟାନ୍ତସାରରେ ଏସବୁ ହୋଇଛି । ବାବାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ସମ୍ପୃକ୍ତି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story