ସାରଥିଙ୍କ ୧୯ ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ କଲା କ୍ରାଇମବ୍ରାଞ୍ଚ, ୧୩ ସହଯୋଗୀଙ୍କୁ ସାମ୍ନାସାମ୍ନି କରି ଜେରା

ଭୁବନେଶ୍ୱର: ସାରଥିଙ୍କ ୧୯ଟି ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଫ୍ରିଜ୍ କରିଛି । ଏଗୁଡ଼ିକରୁ ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଟଙ୍କାର ଡିପୋଜିଟ୍ ଥିବା ସୂଚନା ମିଳିଛି । ସାରଥିଙ୍କ ସହ ସମ୍ପର୍କ ଥିବା ୧୩ ଜଣ ବ୍ୟକ୍ତିଙ୍କୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ସମ୍ମାସାମ୍ମି ଜେରା କରିଛି।  ଆଜି ସାରଥିଙ୍କ ରିମାଣ୍ଡର ଶେଷ ଦିନରେ ବି କ୍ରାଇମବ୍ରାଞ୍ଚ ଅଧିକାରୀ ମାରାଥନ୍ ଜେରା କରିଥିଲେ । ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ । ଏହାସହ ସାରଥିଙ୍କୁ […]

baba111111111

baba111111111

Rakesh Mallick
  • Published: Tuesday, 11 August 2015
  • Updated: 12 August 2015, 02:31 AM IST

Sports

Latest News

ଭୁବନେଶ୍ୱର: ସାରଥିଙ୍କ ୧୯ଟି ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଫ୍ରିଜ୍ କରିଛି । ଏଗୁଡ଼ିକରୁ ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଟଙ୍କାର ଡିପୋଜିଟ୍ ଥିବା ସୂଚନା ମିଳିଛି । ସାରଥିଙ୍କ ସହ ସମ୍ପର୍କ ଥିବା ୧୩ ଜଣ ବ୍ୟକ୍ତିଙ୍କୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ସମ୍ମାସାମ୍ମି ଜେରା କରିଛି।  ଆଜି ସାରଥିଙ୍କ ରିମାଣ୍ଡର ଶେଷ ଦିନରେ ବି କ୍ରାଇମବ୍ରାଞ୍ଚ ଅଧିକାରୀ ମାରାଥନ୍ ଜେରା କରିଥିଲେ । ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ । ଏହାସହ ସାରଥିଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ଏଡିଜି ବିଜୟ ଶର୍ମା ସୂଚନା ଦେଇଛନ୍ତି ।

ରିମାଣ୍ଡର ଶେଷ ଦିନରେ ସନ୍ତୋଷ ରାଉଳ ଓରଫ୍ ସାରଥିଙ୍କୁ ତନାଘନା ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଜେରା ଲାଗି ସାରଥିଙ୍କ ସହ ସମ୍ପର୍କ ଥିବା ୧୩ ବ୍ୟକ୍ତିଙ୍କୁ କଟକ କ୍ରାଇମବ୍ରାଞ୍ଚ ଅଫିସକୁ ଅଣାଯାଇଥିଲା।  ସାରଥିଙ୍କ ସହ ସାମ୍ନାସାମ୍ନି ବସାଇ ଏହି ବ୍ୟକ୍ତିମାନଙ୍କୁ ଜେରା କରାଯାଇଥିଲା।  ଏହି ୧୩ ଜଣଙ୍କ ମଧ୍ୟରେ ଥିଲେ ଆଶ୍ରମର କେୟାରଟେକର, ଡ୍ରାଇଭର ଓ ରୋଷେୟା ପ୍ରମୁଖ। ସାରଥିଙ୍କୁ କେଉଁ କେଉଁ ମାନେ ଭେଟିବାକୁ ଆସୁଥିଲେ, ଦାନ ଅର୍ଥ କେଉଁମାନେ ଦେଉଥିଲେ, ଲଜ୍ ଓ ଆଶ୍ରମରେ କ’ଣ ସବୁ ଚାଲିଥିଲା, ସାରଥିଙ୍କ ଜୀବନଶୈଳୀ କିଭଳି ଥିଲା ଆଦି ବିଷୟରେ କ୍ରାଇମବ୍ରାଞ୍ଚ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ସାରିଙ୍କ ୧୯ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଥିବା ବେଳେ ଅନ୍ୟ ଆକାଉଣ୍ଟକୁ ନେଇ ମଧ୍ୟ ତଦନ୍ତ କରାଯାଉଛି ।

ସେହିଭଳି ଭୁବନେଶ୍ୱରରେ ଥିବା ଡୁପ୍ଲେକ୍ସ ପାଇଁ ସେଲ ଡିଡିରେ ୫୫ ଲକ୍ଷ ଟଙ୍କା ଉଲ୍ଲେଖ ଥିଲେ ମଧ୍ୟ ସାରଥି ବିଲଡରଙ୍କୁ ୭୫ ଲକ୍ଷ ଟଙ୍କା ଚେକରେ ଓ ଆଉ କିଛି କ୍ୟାସରେ ପ୍ରଦାନ କରିଥିବା କ୍ରାଇମବ୍ରାଞ୍ଚକୁ ସୂଚନା ମିଳିଛି । ସାରଥିଙ୍କ ଆୟ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଆଜି ଏକ ଟିମ୍ କଟକସ୍ଥିତ ଇନକମ ଟାକ୍ସ ଅଫିସକୁ ବି ଯାଇଥିଲା । ଅଧିକ ତଥ୍ୟ ପାଇଁ କ୍ରାଇମବ୍ରାଞ୍ଚ ଇନକମ ଟାକ୍ସ ଡିପାର୍ଟମେଣ୍ଟକୁ ଚିଠି ବି ଲେଖିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ନାଁରେ ଥିବା ସମିତି ନେଇ ସାରଥି ଖଣ୍ଡନ କରିଛନ୍ତି । ଏବେ ଏହି ସବୁ ସମିତିର ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story