ସାରଥିଙ୍କ ନାଁରେ ଏତଲା ଦେଲେ ବିବାଦୀୟ ଯୁବତୀ

କଟକ: ସନ୍ତୋଷ ରାଉଳ ଓରଫ୍ ସାରଥି ମାମଲାରେ ଆସିଛି ଏକ ନୂଆ ମୋଡ଼। ଏହି ମୋଡ଼ ସାରଥି ବାବାଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। କାରଣ ଏହି ଘଟଣାର ବିବାଦୀୟ ଯୁବତୀ ଜଣଙ୍କ ଶନିବାର ସାରଥିଙ୍କ ବିରୁଦ୍ଧରେ ମାମଲା ଦାୟର କରିଛନ୍ତି। ସେ କ୍ରାଇମବ୍ରାଞ୍ଚ୍ ନିକଟରେ ଏହି ମାମଲା ଦାୟର କରିଛନ୍ତି। ଏଥିରେ ଯୁବତୀ ଜଣଙ୍କ କହିଛନ୍ତି ଯେ ଚାପରେ ପଡ଼ି ସେ ମଙ୍ଗଳାବାଗ ଥାନାରେ ୪ ଜଣଙ୍କ ବିରୋଧରେ ଦେଇଥିଲେ ବ୍ଲାକମେଲିଂ ଏତଲା।ସିବିଆଇ ଅଧିକାରୀ ଭାବେ […]

sarathi

sarathi

Rakesh Mallick
  • Published: Saturday, 15 August 2015
  • Updated: 15 August 2015, 02:37 PM IST

Sports

Latest News

କଟକ: ସନ୍ତୋଷ ରାଉଳ ଓରଫ୍ ସାରଥି ମାମଲାରେ ଆସିଛି ଏକ ନୂଆ ମୋଡ଼। ଏହି ମୋଡ଼ ସାରଥି ବାବାଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। କାରଣ ଏହି ଘଟଣାର ବିବାଦୀୟ ଯୁବତୀ ଜଣଙ୍କ ଶନିବାର ସାରଥିଙ୍କ ବିରୁଦ୍ଧରେ ମାମଲା ଦାୟର କରିଛନ୍ତି। ସେ କ୍ରାଇମବ୍ରାଞ୍ଚ୍ ନିକଟରେ ଏହି ମାମଲା ଦାୟର କରିଛନ୍ତି। ଏଥିରେ ଯୁବତୀ ଜଣଙ୍କ କହିଛନ୍ତି ଯେ ଚାପରେ ପଡ଼ି ସେ ମଙ୍ଗଳାବାଗ ଥାନାରେ ୪ ଜଣଙ୍କ ବିରୋଧରେ ଦେଇଥିଲେ ବ୍ଲାକମେଲିଂ ଏତଲା।ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ଜଣେ ମହିଳା ତାଙ୍କୁ ଫୋନ କରି ଏହି ମାମଲା ରୁଜୁ କରିବାକୁ କହିଥିଲେ। ଉକ୍ତ ମହିଳାଙ୍କ ନାଁ ମିଲି ବୋଲି ସେ ତାଙ୍କ ଏଫଆଇଆରରେ ଦର୍ଶାଇଥିବା କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା କହିଛନ୍ତି। ବିବାଦୀୟ ଯୁବତୀ ଜଣଙ୍କ ଆଉ ଜଣେ ମହିଳାଙ୍କ ନାଁରେ ବି ଏତଲା ଦେଇଛନ୍ତି। ସେ ସାରଥିଙ୍କ ଆଶ୍ରମର ଜଣେ ଭକ୍ତ ବୋଲି ଏଫଆଇଆରରେ ଦର୍ଶାଇଛନ୍ତି।

ବିବାଦୀୟ ଯୁବତୀ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ  ସାରଥି ତାଙ୍କୁ ଫୋନ କରି ଧମକ ଦେଇଥିଲେ। ଏପରିକି ତାଙ୍କୁ ମାରିବା ପାଇଁ ୧୦ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା।

ପୂର୍ବରୁ ସାରଥିଙ୍କ ସହିତ ଏଇ ଯୁବତୀ ଜଣଙ୍କ ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ରହିଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଜୋର ଧରିଥିଲା ବିବାଦ। ବିଭିନ୍ନ ଗଣମାଧ୍ୟମରେ ଏଇ ଖବର ସହ ସାରଥିଙ୍କ ଜିନ୍ସ ପିନ୍ଧା ଫଟୋ ପ୍ରକାଶ ପାଇଥିଲା। ତେବେ ଅଭିଯୋଗକୁ ଖଣ୍ଡନ କରିଥିଲେ ସାରଥି। ଆଉ କହିଥିଲେ ସେ ନିକଟରେ ହାଇଦ୍ରାବାଦ ଯାଇ ନ ଥିଲେ। ତେବେ ଗଣମାଧ୍ୟମରେ ଇଣ୍ଡିଗୋ ଫ୍ଲ।ଇଟରେ ସାରଥି ଓ ଜଣେ ମହିଳାଙ୍କ ନାଁରେ ବୁକ୍ ହୋଇଥିବା ଟିକେଟ୍ ବି ପ୍ରଦର୍ଶନ କରାଯାଇଥିଲା। ଏହାପରେ ମୁହଁ ଖୋଲିଥିଲେ ବିବାଦୀୟ ଯୁବତୀ। ଫୋନ୍ ଯୋଗେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଯୁବତୀ ଜଣଙ୍କ କହିଥିଲେ ଯେ ତାଙ୍କୁ ବ୍ଲାକମେଲ କରାଯାଇଥିଲା। ସାରଥିଙ୍କୁ ନିଜ ସହ ହାଇଦ୍ରାବାଦ ନେବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା। ସେ ୪ ଜଣଙ୍କ ନାଁ ବି ନେଇ ଥିଲେ। ତା’ ସହିତ କହିଥିଲେ ଯେ ସାରଥିଙ୍କର କୌଣସି ଭୁଲ ନାହିଁ।  ଏନେଇ ସେ ୪ ଜଣଙ୍କ ନାଁରେ କଟକ ମଙ୍ଗଳାବାଗ ଥାନାରେ ମାମଲା ମଧ୍ୟ ଦାୟର କରିଥିଲେ। ଗତକାଲି ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବିବାଦୀୟ ଯୁବତୀଙ୍କ ବୟାନ ରେକର୍ଡ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story