ସାରଥିଙ୍କ ପାଳିତ ପୁଅ ସତ୍ୟମଙ୍କୁ ଆଜି କୋର୍ଟ ଚାଲାଣ କରିବ କ୍ରାଇମବ୍ରାଞ୍ଚ୍

କଟକ: ସାରଥିଙ୍କ ପାଳିତ ପୁଅ ସତ୍ୟମଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ତା’ପରେ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ୍ ଆବେଦନ କରିବ। ପ୍ରାୟ ଦୁଇ ସପ୍ତାହର ଛକାପଞ୍ଝା ପରେ ଗତକାଲି ଶେଷରେ ତାଙ୍କୁ ମୁମ୍ୱାଇରୁ ଗିରଫ କରାଯାଇଥିଲା। କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟିମ୍ ତାକୁ କଟକ ଆଣିବା ପରେ ଜେରା କରିଛି। ତାଙ୍କର ତିନିଟି ବ୍ୟାଙ୍କ ଆକାଉଣ୍ଟରୁ ୨୭ ଲକ୍ଷ ଟଙ୍କ। ଠାବ ହୋଇଥିବା ସୂଚନା ମିଳିଛି। ସେପଟେ ସତ୍ୟମ୍ ଧରାପଡ଼ିବା ପରେ ସାରଥି ମାମଲାରେ ବିଶେଷ କରି ଅର୍ଥନୈତିକ […]

satyam

satyam

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 02:00 AM IST

Sports

Latest News

କଟକ: ସାରଥିଙ୍କ ପାଳିତ ପୁଅ ସତ୍ୟମଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ତା’ପରେ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ୍ ଆବେଦନ କରିବ। ପ୍ରାୟ ଦୁଇ ସପ୍ତାହର ଛକାପଞ୍ଝା ପରେ ଗତକାଲି ଶେଷରେ ତାଙ୍କୁ ମୁମ୍ୱାଇରୁ ଗିରଫ କରାଯାଇଥିଲା। କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟିମ୍ ତାକୁ କଟକ ଆଣିବା ପରେ ଜେରା କରିଛି। ତାଙ୍କର ତିନିଟି ବ୍ୟାଙ୍କ ଆକାଉଣ୍ଟରୁ ୨୭ ଲକ୍ଷ ଟଙ୍କ। ଠାବ ହୋଇଥିବା ସୂଚନା ମିଳିଛି। ସେପଟେ ସତ୍ୟମ୍ ଧରାପଡ଼ିବା ପରେ ସାରଥି ମାମଲାରେ ବିଶେଷ କରି ଅର୍ଥନୈତିକ କାରବାରର ଗୁମର ଖୋଲିବ ବୋଲି ଆଶା କରାଯାଉଛି। କାରଣ ସତ୍ୟମ୍ ନାଁରେ ହିଁ ଚାଲିଥିଲା କୋଟି କୋଟି ଟଙ୍କାର ସତ୍ୟମ୍ ଚାରିଟେବୁଲ୍ ଟ୍ରଷ୍ଟ। ତା’ଛଡ଼ା ସତ୍ୟମ୍ ନାଁରେ ମୂଲ୍ୟବାନ ଫ୍ଲାଟ୍, ଜମିବାଡ଼ି ଓ ଲକ୍ଷ ଲକ୍ଷ ଟଙ୍କ।ର ବ୍ୟାଙ୍କ ଆଉକାଣ୍ଟ ରହିଛି। ଜେରା ସମୟରେ ସାରଥି ବହୁ ତଥ୍ୟ ଲୁଚାଇଥିବା ଓ ମିଛ ଉତ୍ତର ଦେଇଥିବା ସନ୍ଦେହ କରାଯାଉଛି। ଆଶା କରାଯାଉଛି ସତ୍ୟମର ଜେରା ବେଳେ ସେସବୁ ଉପରୁ ପରଦା ହଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story