ସର୍ବଦଳୀୟ ବୈଠକ ପରେ ସ୍ୱାଭାବିକ ହେଲା ବିଧାନସଭା, ଜମି ହଡ଼ପ ବିଲ୍ ଉପରେ ହେଲା ଆଲୋଚନା

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ପରେ ସ୍ୱାଭାବିକ ହୋଇଛି ବିଧାନସଭା ଗୃହ କାର୍ଯ୍ୟ। ଅପରାହ୍ନ ଅଧିବେଶନ ସୁରୁଖୁରୁରେ ଆରମ୍ଭ ହୋଇଛି। ଗୃହରେ ଏବେ ଜମି ହଡ଼ପ ବିଲ୍ ଉପରେ ଆଲୋଚନା ହୋଇଥିଲା। ବିରୋଧୀମାନେ ଏହି ବିଲରେ ତ୍ରୁଟି ଅଛି ବୋଲି କହିଥିଲେ। ଆଜି ବିଧାନସଭାର ମୌସୁମୀ ଅଧିବେଶନର ୫ମ ଦିନରେ ଅଚଳାବସ୍ଥା ଜାରି ରହିବାକୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ସଫଳ ରହିଥିଲା ବୋଲି ଉଭୟ ସରକାରୀ […]

assembly5

assembly5

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 11:47 AM IST

Sports

Latest News

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ପରେ ସ୍ୱାଭାବିକ ହୋଇଛି ବିଧାନସଭା ଗୃହ କାର୍ଯ୍ୟ। ଅପରାହ୍ନ ଅଧିବେଶନ ସୁରୁଖୁରୁରେ ଆରମ୍ଭ ହୋଇଛି। ଗୃହରେ ଏବେ ଜମି ହଡ଼ପ ବିଲ୍ ଉପରେ ଆଲୋଚନା ହୋଇଥିଲା। ବିରୋଧୀମାନେ ଏହି ବିଲରେ ତ୍ରୁଟି ଅଛି ବୋଲି କହିଥିଲେ।

ଆଜି ବିଧାନସଭାର ମୌସୁମୀ ଅଧିବେଶନର ୫ମ ଦିନରେ ଅଚଳାବସ୍ଥା ଜାରି ରହିବାକୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ସଫଳ ରହିଥିଲା ବୋଲି ଉଭୟ ସରକାରୀ ଓ ବିରୋଧୀ ଦଳ ପକ୍ଷରୁ ଗୁହାଯାଇଥିଲା। ବାଚସ୍ପତିଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ସହଯୋଗ କରିବାକୁ ବିରୋଧୀ ଦଳଗୁଡ଼ିକ ସହମତି ପ୍ରକାଶ କରିଛନ୍ତି। ବୈଠକ ସଫଳ ହୋଇଛି ବୋଲି କୁହାଯାଇପାରେ। ତେବେ ବିରୋଦୀମାନେ ସହଯୋଗ କରିବା ସହିତ ପ୍ରତିବାଦ ବି କରିବେ।

ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ସହଯୋଗ କରିବାକୁ ବିରୋଧୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟର ସ୍ୱାର୍ଥ ସହିତ ଜଡ଼ିତ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ବି ରାଜି ଅଛନ୍ତି।

ଗୃହରେ କେଉଁ ଦିନ କ’ଣ ଆଲୋଚନା ହେବ ତାହା ଉପରେ ମଧ୍ୟ ନିଷ୍ପତ୍ତି ହୋଇଥିଲା। ସୋମବାର ସାରଥି ପ୍ରସଙ୍ଗରେ ମୁଲତବି ଆଲୋଚନା କରାଯିବାକୁ ସ୍ଥିର ହୋଇଥିବା ବେଳେ ମଙ୍ଗଳବାର ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସଂପର୍କରେ ଆଲୋଚନା କରାଯିବ। ସେହିପରି ବୁଧବାର ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ ଓ ଗୁରୁବାର ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରାଯିବ। ଶୁକ୍ରବାର ରାଜ୍ୟରେ ମରୁଡ଼ି ସମସ୍ୟା ସଂପର୍କରେ ଆଲୋଚନା କରାଯିବ।

ଏହି ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ଶାସକ ଦଳ ମୁଖ୍ୟ ସଚେତକ ଓ ବିଜେପି ନେତା କନକବର୍ଦ୍ଧନ ସିଂଦେଓ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story