ସର୍ଦ୍ଦାର ରାଜା ମେଡିକାଲ କଲେଜକୁ ସରକାରୀ ମାନ୍ୟତା ଦାବିରେ ଦୁଇଦିନିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି: ଜାରିଂ ସ୍ଥିତ ସର୍ଦ୍ଦାର ରାଜା ମେଡିକାଲ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ଆଜିଠାରୁ ଦୁଇଦିନିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ସମେତ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମର୍ଥନ କରାଯାଇଛି । ଏହାସହ ଘରୋଇ ବସ୍ ମାଲିକ ସଂଘ, ବଣିକ ସଂଘ ଓ ଲେବର ୟୁନିୟନ ମଧ୍ୟ ବନ୍ଦରେ ସାମିଲ […]

kalahandi band

kalahandi band

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 04:58 AM IST

Sports

Latest News

[caption id="attachment_26967" align="aligncenter" width="821"]kalahandi bandh ସର୍ଦ୍ଦାର ରାଜା ମେଡିକାଲ କଲେଜକୁ ସରକାରୀ ମାନ୍ୟତା ଦାବିରେ ସମର୍ଥକଙ୍କ ବିକ୍ଷୋଭ[/caption]

କଳାହାଣ୍ଡି: ଜାରିଂ ସ୍ଥିତ ସର୍ଦ୍ଦାର ରାଜା ମେଡିକାଲ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ଆଜିଠାରୁ ଦୁଇଦିନିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ସମେତ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମର୍ଥନ କରାଯାଇଛି । ଏହାସହ ଘରୋଇ ବସ୍ ମାଲିକ ସଂଘ, ବଣିକ ସଂଘ ଓ ଲେବର ୟୁନିୟନ ମଧ୍ୟ ବନ୍ଦରେ ସାମିଲ ହୋଇଛନ୍ତି । ବନ୍ଦ ଯୋଗୁଁ ସକାଳୁ ସକାଳୁ ଜିଲ୍ଲାରେ ଦୋକାନ, ବଜାର ଓ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story