ତେଜୁଛି ସ୍ୟାଟ୍ ଉଚ୍ଛେଦ ବିବାଦ:ସ୍ୟାଟ୍ ବାର୍ ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

କଟକ:ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ତଥା ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ଜୋର ଧରିବାରେ ଲାଗିଛି ଆନ୍ଦୋଳନ। ନିଷ୍ପତ୍ତିକୁ ବିରୋଧ କରି କଟକ ସ୍ୟାଟ୍ ବାର ଆସୋସିଏସନ୍ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ବି ଜାରି ରହିଛି। ସେହିପରି ଭୁବନେଶ୍ୱର ସ୍ୟାଟ୍ ବାର୍ ଆସୋସିଏସନ୍ ଆଜି ଠାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।

ctc

ctc

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 07:18 AM IST

Sports

Latest News

ctcକଟକ:ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ତଥା ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ଜୋର ଧରିବାରେ ଲାଗିଛି ଆନ୍ଦୋଳନ। ନିଷ୍ପତ୍ତିକୁ ବିରୋଧ କରି କଟକ ସ୍ୟାଟ୍ ବାର ଆସୋସିଏସନ୍ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ବି ଜାରି ରହିଛି। ସେହିପରି ଭୁବନେଶ୍ୱର ସ୍ୟାଟ୍ ବାର୍ ଆସୋସିଏସନ୍ ଆଜି ଠାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।bbsr sat ସେପଟେ ଆଜି ଏ ନେଇ ହାଇକୋର୍ଟ ବାର୍ ଆସୋସିଏସନ୍ ସମେତ କଟକରେ ଥିବା ୯ଟି ବାର୍ ଆସୋସିଏସନ୍ କର୍ମକର୍ତ୍ତାଙ୍କ ଏକ ବୈଠକ ବସୁଛି। ଏଥିରେ ଭୁବନେଶ୍ୱର ସ୍ୟାଟ୍ ଆସୋସିଏସନର କର୍ମକର୍ତ୍ତା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ୟାଟ୍ ଉଛେଦ ବିରୋଧରେ ହାଇକୋର୍ଟ ବାର୍ ଆସୋସିଏସନ ଓ ଭୁବନେଶ୍ୱର ସ୍ୟାଟ୍ ବାର ଆସୋସିଏସନ ସମେତ କଟକର ସମସ୍ତ ବାର୍ ଆସୋସିଏସନର ଏକ ମିଳିତ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଆନ୍ଦୋଳନକୁ ତୀବ୍ରତର କରିବାକୁ ନିଷ୍ପତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos