ସତ୍ୟମଙ୍କୁ ଆଜି ଦ୍ୱିତୀୟ ଦିନ ଜେରା କରିବ କ୍ରାଇମବ୍ରାଞ୍ଚ

କଟକ: ସାରଥି ମାମଲାରେ ସତ୍ୟମ ରାଉଳଙ୍କୁ ଆଜି ଦ୍ୱିତୀୟ ଦିନ ପାଇଁ କ୍ରାଇମବ୍ରାଞ୍ଚ ଜେରା କରିବ। ଗତକାଲି ପ୍ରଥମ ଦିନ ଜେରା ବେଳେ ସତ୍ୟମ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ନେଇ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ମିଳିଛି। ତାଙ୍କର ଆଉ ଏକ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ରହିଥିବା ଜଣାପଡ଼ିଛି। ସେପଟେ ସାରଥି ବିରୋଧରେ ଆସିଥିବା ବହୁ ଅଭିଯୋଗକୁ ସତ୍ୟମ୍ ସ୍ୱୀକାର କରିଛି। ବିଶେଷକରି ସାରଥି ଆର୍ଥିକ କାରବାର ସମ୍ପର୍କରେ ସତ୍ୟମ କ୍ରାଇମବ୍ରାଞ୍ଚ୍ […]

satyam

satyam

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 01:36 AM IST

Sports

Latest News

କଟକ: ସାରଥି ମାମଲାରେ ସତ୍ୟମ ରାଉଳଙ୍କୁ ଆଜି ଦ୍ୱିତୀୟ ଦିନ ପାଇଁ କ୍ରାଇମବ୍ରାଞ୍ଚ ଜେରା କରିବ। ଗତକାଲି ପ୍ରଥମ ଦିନ ଜେରା ବେଳେ ସତ୍ୟମ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ନେଇ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ମିଳିଛି। ତାଙ୍କର ଆଉ ଏକ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ରହିଥିବା ଜଣାପଡ଼ିଛି। ସେପଟେ ସାରଥି ବିରୋଧରେ ଆସିଥିବା ବହୁ ଅଭିଯୋଗକୁ ସତ୍ୟମ୍ ସ୍ୱୀକାର କରିଛି। ବିଶେଷକରି ସାରଥି ଆର୍ଥିକ କାରବାର ସମ୍ପର୍କରେ ସତ୍ୟମ କ୍ରାଇମବ୍ରାଞ୍ଚ୍ ଆଗରେ ଅନେକ ତଥ୍ୟ ରଖିଛି। ସେପଟେ ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲର ସିସିଟିଭି ଫୁଟେଜର ଯାଞ୍ଚ୍ ପରେ ଏହା ସାରଥିଙ୍କର ବୋଲି ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ। ସେହିଭଳି ସାରଥୀଙ୍କୁ ନେଇ ବିବାଦ ଉଠିବା ପରେ ବାରିମୂଳ ଅଞ୍ଚଳରୁ ବିବାଦୀୟ ଯୁବତୀଙ୍କ ନିକଟକୁ ଏକାଧିକ ଥର ଫୋନ୍ କଲ ଯାଇଥିବା କ୍ରାଇମବ୍ରାଞ୍ଚ୍ ଜାଣିବାକୁ ପାଇଛି। ଏପରିକି ସାରଥି ନିଜେ ମଧ୍ୟ ବିବାଦୀୟ ଯୁବତୀଙ୍କ ସହ କଥା ହୋଇଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ୍। ସେହିଭଳି ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବା ମହିଳାଙ୍କ ନିକଟକୁ ବହୁବାର ଫୋନ୍ କଲ ଯାଇଥିବା ବେଳେ ସେ ମଧ୍ୟ ବିବାଦୀୟ ଯୁବତୀଙ୍କ ନିକଟକୁ ଅନେକ ଥର କଲ କରିଥିବା ଫୋନ୍ କଲ ରେକର୍ଡରୁ ଜଣାପଡ଼ିଛି। ତେବେ ସତ୍ୟମକୁ ଦ୍ୱିତୀୟ ଦିନ ଜେରା ପରେ ସାରଥିଙ୍କ କଳା କାରନାମା ନେଇ ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story