ସେଲ୍‌ଫି ହୋଇପାରେ ରୋଗର କାରଣ, ଜାଣନ୍ତୁ ସେଗୁଡ଼ିକ କ’ଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ଫୋନ୍‌ର ଚାହିଦା ବଢ଼ୁଥିବାରୁ ବଜାରକୁ ନୂଆ ନୂଆ ଫିଚର୍‌ ଥିବା ଫୋନ୍‌ ଆସୁଛି। ଲୋକମାନଙ୍କ ମଧ୍ୟରେ ବି ଫୋନ୍‌ କିଣିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥାଏ। ଏହାର ବଡ଼ କାରଣ ହେଉଛି ଫୋନ୍‌ରେ ଥିବା ଉନ୍ନତମାନର କ୍ୟାମେରା। ଫ୍ରଣ୍ଟ୍‌ ଏବଂ ବ୍ୟାକ୍‌ କ୍ୟାମେରା ଭଲ ଥିଲେ ସେଥିରେ ସେଲ୍‌ଫି ନେବା ପାଇଁ ଆଗ୍ରହ ହୋଇଥାଏ। ବଜାର, ଘର, ମନ୍ଦିର, ସବୁ ଜାଗାରେ ସ୍ମାର୍ଟ ଫୋନ୍‌କୁ ଧରି ସେଲ୍‌ଫି ନେବାକୁ ଲୋକମାନେ ପସନ୍ଦ କରୁଛନ୍ତି। […]

selfie

selfie

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 04:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ଫୋନ୍‌ର ଚାହିଦା ବଢ଼ୁଥିବାରୁ ବଜାରକୁ ନୂଆ ନୂଆ ଫିଚର୍‌ ଥିବା ଫୋନ୍‌ ଆସୁଛି। ଲୋକମାନଙ୍କ ମଧ୍ୟରେ ବି ଫୋନ୍‌ କିଣିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥାଏ। ଏହାର ବଡ଼ କାରଣ ହେଉଛି ଫୋନ୍‌ରେ ଥିବା ଉନ୍ନତମାନର କ୍ୟାମେରା। ଫ୍ରଣ୍ଟ୍‌ ଏବଂ ବ୍ୟାକ୍‌ କ୍ୟାମେରା ଭଲ ଥିଲେ ସେଥିରେ ସେଲ୍‌ଫି ନେବା ପାଇଁ ଆଗ୍ରହ ହୋଇଥାଏ। ବଜାର, ଘର, ମନ୍ଦିର, ସବୁ ଜାଗାରେ ସ୍ମାର୍ଟ ଫୋନ୍‌କୁ ଧରି ସେଲ୍‌ଫି ନେବାକୁ ଲୋକମାନେ ପସନ୍ଦ କରୁଛନ୍ତି। ଆଗଭଳି ଫଟୋ ଉଠାଇବା ପାଇଁ କେହି ଫଟୋଗ୍ରାଫର୍‌କୁ ଅପେକ୍ଷା କରୁନାହାନ୍ତି। ସେଲ୍‌ଫି ନେବା ପାଇଁ ଲୋକମାନଙ୍କ ମଧ୍ୟରେ ବଢ଼ୁଥିବା ମାନସିକତା ଏକ ଶାରୀରିକ ରୋଗକୁ ଜନ୍ମ ଦିଏ।  ଯାହାକୁ ‘ସେଲ୍ଫି ଏଲ୍‌ବୋ’ କୁହାଯାଏ।

elbow

‘ସେଲ୍‌ଫି ଏଲ୍‌ବୋ’ କ’ଣ?

‘ଟେନିସ ଏଲ୍‌ବୋ’ ଏବଂ ‘ଗୋଲ୍‌ଫର୍‌ ଏଲ୍‌ବୋ’ ସମ୍ପର୍କରେ ଆପଣ ଶୁଣିଥିବେ। ସେହିପରି ଏକ ରୋଗ ହେଉଛି ‘ସେଲ୍‌ଫି ଏଲ୍‌ବୋ’। ମୋବାଇଲ୍‌ରେ ସେଲ୍‌ଫି ନେବା ସମୟରେ ଆମେ ଭୁଲିଯାଉ ଯେ ଆମର ହାତ ଏବଂ କହୁଣୀ ଉପରେ ଅଧିକ ଚାପ ପଡ଼ୁଛି। ଯଦି ଆମେ ସେଲ୍‌ଫି ଅଧିକ ସମୟ ପାଇଁ ନେଉ ଆମ କହୁଣୀରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଯାହାକୁ ‘ସେଲ୍‌ଫି ଏଲ୍‌ବୋ’ କୁହାଯାଏ। ଏହିପରି ବାରମ୍ୱାର ସେଲ୍‌ଫି ନେଲେ ଯନ୍ତ୍ରଣା ବଢ଼ିଥାଏ। ଏହା ପରେ ଆମ ମାଂସପେଶୀର ନମନୀୟତା ଧୀରେ ଧୀରେ କମିବାରେ ଲାଗିଥାଏ। ଅଧିକାଂଶ ଲୋକ ଏଥିପ୍ରତି ଧ୍ୟାନ ଦେଇ ନ ଥାନ୍ତି। ଯାହା ପରେ କହୁଣୀ ଉପରେ ଗମ୍ଭୀର ଆଘାତ ସୃଷ୍ଟି କରିଥାଏ।
ଏହାର କିଛି ଦିନ ପରେ ହାତର ଚଳ ପ୍ରଚଳ କରିବାର ଶକ୍ତି ଧୀରେ ଧୀରେ କମ୍‌ ହେବାରେ ଲାଗିଥାଏ ଏବଂ ସମୟ ପୂର୍ବରୁ ଚିକିତ୍ସା ନ କଲେ  ସମ୍ପୂର୍ଣ୍ଣ ଅଚଳ ମଧ୍ୟ ହୋଇଯିବାର ଆଶଙ୍କା ଥାଏ।

Selfie

ସେଲ୍‌ଫାଇଟିସ୍‌ ରୋଗ

ମାକ୍ସ ସୁପର ସ୍ପେଶାଲିଷ୍ଟ୍‌ ହସ୍ପିଟାଲ୍‌ର ମାନସିକ ସ୍ୱାସ୍ଥ୍ୟ ଓ ବ୍ୟବହାର ବିଜ୍ଞାନର ମୁଖ୍ୟ ଡକ୍ଟର ସମୀର ମଲହୋତ୍ରାଙ୍କ କୁହନ୍ତି, “ବାରମ୍ୱାର ଏବଂ ବିଭିନ୍ନ ଢଙ୍ଗରେ ସେଲ୍‌ଫି ନେବା ଏକ ଅଭ୍ୟାସ। ଯେଉଁମାନେ ସୋଶାଲ୍‌ ନେଟ୍‌ୱାର୍କ ସାଇଟ୍‌ର ବ୍ୟବହାର କରୁଛନ୍ତି ସେମାନେ ନିଜର ସମ୍ପର୍କୀୟ ଏବଂ ସାଙ୍ଗସାଥୀଙ୍କ  ସହିତ କଥା ହେବାକୁ ‘ସେଲ୍ଫ ଅବ୍‌ସେସିଭ୍‌ ଡିଜର୍ଡର୍‌’ ଯାହାକୁ ଡାକ୍ତରୀ ଭାଷାରେ ‘ସେଲ୍‌ଫାଇଟିସ୍‌’ କୁହାଯାଏ। ଏହା ଏକ ପ୍ରକାରର ମାନସିକ ରୋଗ ଯେଉଁଥିରେ ବ୍ୟକ୍ତି ଏପରି ନିମଗ୍ନ ହୋଇଯାଏ ଯେ ତାକୁ ନିଜ ଘର କିମ୍ବା ପରିବାରର ଚିନ୍ତା ନ ଥାଏ। ବିଶେଷ କରି ଯୁବପିଢ଼ି ନିଜ ଭିତରେ କୌଣସି ଅଭାବ ଥିବା ମନେ କରି ନିଜର ଏକ କାଳ୍ପନିକ ଦୁନିଆରେ ରହିଥାନ୍ତି। ଯେଉଁଠି ତାଙ୍କ ଉଠା ଯାଇଥିବା ଫଟୋକୁ ହଜାର ବଜାର ଲାଇକ୍‌ ମିଳିଥାଏ।  ସେଲ୍‌ଫାଇଟିସ୍‌ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି obsessive complusion disorder  ବା ଓସିଡିର ଶିକାର ହୋଇଥାନ୍ତି। ଏହି ବ୍ୟକ୍ତିଙ୍କର ଅଧିକାଂଶ ସମୟ ନିଜକୁ ସୁନ୍ଦର ଦିଶିବା ପାଇଁ ଉଦ୍ୟମ କରିବା ଏବଂ ସେଲ୍‌ଫି ନେଇ ଅପ୍‌ଲୋଡ୍‌ କରିବାରେ ବିତିଥାଏ।”

ଏହାର ଲକ୍ଷଣ

- ସେଲ୍‌ଫାଇଟିସ୍‌ ରୋଗରେ ପୀଡ଼ିତ ଥିବା ଯୁବକ ବା ଯୁବତୀ ଦିନରେ ଅନେକ ଥର ସେଲ୍‌ଫି ନେଇଥାନ୍ତି।

- ସମସ୍ତ ସୁଯୋଗକୁ ମୋବାଇଲ୍‌ରେ କଏଦ୍ କରିବା ପାଇଁ ଚାହିଁଥାନ୍ତି।
- ଏମାନଙ୍କର ବାସ୍ତବ ସାଙ୍ଗମାନଙ୍କ ଅପେକ୍ଷା ସୋସିଆଲ୍‌ ମିଡିଆରେ ଅନେକ ସାଙ୍ଗ ରହିଥାନ୍ତି।

- ସୋଶାଲ୍‌ ମିଡିଆରେ ଅନେକ ସମୟ ଅନ୍‌ଲାଇନ୍‌ ରହି ଫଟୋ ଉଠାଇଥାନ୍ତି ଏବଂ ଲାଇକ୍‌ ଏବଂ କମେଣ୍ଟ ପାଇବା ପାଇଁ ଅପେକ୍ଷା କରି ରହିଥାନ୍ତି।

- ଏପରି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ପ୍ରଭାବିତ ହୋଇଥାଏ କିନ୍ତୁ ସାମାଜିକ ଜୀବନ ଭଲ ରହିଥାଏ।

- କଥା କଥାରେ ଚିଡ଼ିବା, ଚିନ୍ତା କରିବା, ରାଗିବା ଏବଂ ଏକୁଟିଆ ରହିବାକୁ ପସନ୍ଦ କରିବା ଆଦି ଏହାର ସବୁଠାରୁ  ପ୍ରଧାନ ଲକ୍ଷଣ।

ବାରମ୍ବାର ସେଲ୍‌ଫି ନେଲେ କେବଳ ଏହି ରୋଗ ନୁହେଁ ଆହୁରି ଅନେକ ସମସ୍ୟା ଦେଖା ଦେଇଥାଏ। ଯେପରିକି ମୋବାଇଲ୍‌ ସ୍କ୍ରିନ୍‌ର ଲାଇଟ୍‌ ମୁହଁରେ ପଡ଼ିଲେ ତ୍ୱଚା ଖରାପ ହେବା ସହିତ ସମୟ ପୂର୍ବରୁ ମୁହଁରେ ରିଙ୍କଲ୍‌ସ୍‌ ବା କୁଞ୍ଚନ ଦେଖାଦିଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story