ଫଟୋ ଦେଖି ସାପ ବୋଲି ଭାବୁଛନ୍ତି କି ? ପ୍ରକୃତ କଥା ଜାଣିଲେ ଥରି ଉଠିବ ଦେହ

‘ଆନାକୋଣ୍ଡା’ ହେଉ କି ‘ଗଡ଼ଜିଲ୍ଲା’ ଅଥବା ‘ଜୁରାସିକ୍‌ ପାର୍କ’। ଏଥିରେ ଦେଖିଥିବା ଜୀବ କେତେ ଭୟଙ୍କର ନିଜେ ହୃଦୟଙ୍ଗମ କରିଥିବେ।  ଯଦି ଏପରି କୌଣସି ଜୀବ ଆପଣଙ୍କ ଆଗକୁ ଆସିଯିବ ତେବେ କ’ଣ କରିବେ ଚିନ୍ତା କରିଛନ୍ତି। ଭୟରେ ଆପଣଙ୍କ ଗୋଡ ତଳୁ ମାଟି ଖସିଯିବା ପରି ଲାଗିବ, ଆଉ ପୂରା ଶରୀର ଥରିବାକୁ ଲାଗିବ। ଏହି ଖବରରେ ଆମେ ଯେଉଁ ଫଟୋଟି ଦେଇଛୁ। ଏହାକୁ ଦେଖି କେମିତି ଲାଗୁଛି ତାହା ଆପଣ ଜାଣିଥିବେ। ହେଲେ ଗୋଟିଏ […]

snake

snake

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 08:41 PM IST

Sports

Latest News

‘ଆନାକୋଣ୍ଡା’ ହେଉ କି ‘ଗଡ଼ଜିଲ୍ଲା’ ଅଥବା ‘ଜୁରାସିକ୍‌ ପାର୍କ’। ଏଥିରେ ଦେଖିଥିବା ଜୀବ କେତେ ଭୟଙ୍କର ନିଜେ ହୃଦୟଙ୍ଗମ କରିଥିବେ।  ଯଦି ଏପରି କୌଣସି ଜୀବ ଆପଣଙ୍କ ଆଗକୁ ଆସିଯିବ ତେବେ କ’ଣ କରିବେ ଚିନ୍ତା କରିଛନ୍ତି। ଭୟରେ ଆପଣଙ୍କ ଗୋଡ ତଳୁ ମାଟି ଖସିଯିବା ପରି ଲାଗିବ, ଆଉ ପୂରା ଶରୀର ଥରିବାକୁ ଲାଗିବ। ଏହି ଖବରରେ ଆମେ ଯେଉଁ ଫଟୋଟି ଦେଇଛୁ। ଏହାକୁ ଦେଖି କେମିତି ଲାଗୁଛି ତାହା ଆପଣ ଜାଣିଥିବେ। ହେଲେ ଗୋଟିଏ କଥା କହି ରଖୁଛୁ, ଏହାକୁ କୌଣସି ସାପର ଫଟୋ ବୋଲି ଭାବିବାର ଭୁଲ କରନ୍ତୁ ନାହିଁ। ଏହାର ପ୍ରକୃତ ପରିଚୟ ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ।

ତାଇୱାନ ସମୁଦ୍ରରୁ ବୈଜ୍ଞାନିକମାନେ ଏହି ଭୟଙ୍କର ଜୀବ ଧରିଛନ୍ତି। ରିସର୍ଚ୍ଚ ବେଳେ ବୈଜ୍ଞାନିକମାନେ ମଧ୍ୟ ଏହାକୁ ସାପ୍‌ ବୋଲି ଭାବି ନେଇଥିଲେ। ହେଲେ ଯାଞ୍ଚ ପରେ ଯାହା ରିପୋର୍ଟ ଆସିଲା, ତାହା ସମସ୍ତଙ୍କୁ ହତବାକ କରିଦେଇଥିଲା।

ରିସର୍ଚ୍ଚ ଟିମ୍‌ ଅନୁସାରେ ଏହା ସାପ ନୁହେଁ, ୱାଇପର ସାର୍କ। ଏହି ପ୍ରଜାତିର ସାର୍କ ବହୁତ କମ ଦେଖିବାକୁ ମିଳିଥାନ୍ତି। ୧୯୮୬ରେ ଏହାକୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

ଏହି ସାର୍କ ମୁହଁ ବାହାରକୁ ନିଜ ଦାନ୍ତ ବାହାର କରିପାରେ। ଯାହା ଆପଣ କୌଣସି ଆନିମେସନ୍‌ ଫିଲ୍ମରେ ଦେଖିଥିବେ। ଏହାର ଦାନ୍ତ ଛୁଞ୍ଚିଠାରୁ ଆହୁରି ତୀକ୍ଷ୍ଣ ହୋଇଥାଏ। ଦାନ୍ତୁ ବାହାରକୁ ବାହାର କରି ଶିକର କରିବାର କଳା ଯୋଗୁଁ ଏହା ନିଜ ଓଜନଠାରୁ ବହୁ ଗୁଣା ବଡ଼ ମାଛଙ୍କୁ ସହଜରେ ଶିକାର କରିପାରିଥାଏ।

୧୯୮୬ରେ ପ୍ରଥମ ଥର ଏପରି ସାର୍କ ଜାପନର ଶିକୋକୁ ଦ୍ୱୀପରୁ ଧରାଯାଇଥିଲା। ସେବେଠାରୁ ଏହାର ସାଇଣ୍ଟିଫିକ୍‌ ନାଁ Trigonognathus kabeyai ରଖାଯାଇଛି। ଭୟଙ୍କର ଦେଖାଯାଉଥିବାରୁ କେହି କେହି ଏହାକୁ ଏଲିୟନ ଫିସ୍‌ ବୋଲି ମଧ୍ୟ କହିଥାନ୍ତି। ଏହି ସାର୍କ ବହୁତ କମ ଦେଖିବାକୁ ମିଳୁଥିବାରୁ ଏହା ବିଷୟରେ ବେଶି କିଛି ତଥ୍ୟ ଜଣାପଡିନାହିଁ।

ତାଇୱାନରେ ଏପରି ୪ଟି ସାର୍କ ଧରାଯାଇଛି। ଯେଉଁଥିରୁ ଗୋଟେ ଜୀବିତ ଅଛି। ଏହି ଜୀବିତ ସାର୍କକୁ ଅନୁଧ୍ୟାନ କରି ସେମାନଙ୍କ ସମ୍ପର୍କରେ ବହୁତ କିଛି ତଥ୍ୟ ଜାଣିହେବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story