ଶ୍ରୀଜିଉଙ୍କୁ ସ୍ଥାନାନ୍ତର କରା ନ ଯାଇ ଜଗମୋହନ ମରାମତି ହେବ

ପୁରୀ: ଶ୍ରୀମନ୍ଦିର ରତ୍ନସିଂହାସନରୁ ଶ୍ରୀଜିଉଙ୍କ ସ୍ଥାନ୍ତାନ୍ତର କରା ନ ଯାଇ ଜଗମୋହନ ମରାମତି କରାଯିବ। ଦୈନନ୍ଦିନ ନୀତି ପରିଚାଳନା ସହ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ । ଏହାବାଦ କେତେ ସମୟ କାମ କରାଯିବ ସେ ନେଇ ଖସଡା ପ୍ରସ୍ତୁତ କରିବେ ପୂର୍ତ୍ତ ବିଭାଗ ଓ ଭାରତୀୟ ପ୍ରତ୍ନତତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)। ଏହି ଖସଡା ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗ ସହ ଆଲୋଚନା କରିବ । ଶେଷରେ ଶ୍ରୀମନ୍ଦିର ପରିଚାଳନା କମିଟି […]

Sri_Jagannath_Temple_Puri,_Orissa

Sri_Jagannath_Temple_Puri,_Orissa

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 12:34 PM IST

Sports

Latest News

ପୁରୀ: ଶ୍ରୀମନ୍ଦିର ରତ୍ନସିଂହାସନରୁ ଶ୍ରୀଜିଉଙ୍କ ସ୍ଥାନ୍ତାନ୍ତର କରା ନ ଯାଇ ଜଗମୋହନ ମରାମତି କରାଯିବ। ଦୈନନ୍ଦିନ ନୀତି ପରିଚାଳନା ସହ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ । ଏହାବାଦ କେତେ ସମୟ କାମ କରାଯିବ ସେ ନେଇ ଖସଡା ପ୍ରସ୍ତୁତ କରିବେ ପୂର୍ତ୍ତ ବିଭାଗ ଓ ଭାରତୀୟ ପ୍ରତ୍ନତତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)। ଏହି ଖସଡା ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗ ସହ ଆଲୋଚନା କରିବ । ଶେଷରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ଚୁଡାନ୍ତ ନିଷ୍ପତ୍ତି ନେବେ । ଶ୍ରୀମନ୍ଦିରର ଦୈନିକ ନୀତି, ଦର୍ଶନ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇ ଜଗମୋହନ ମରାମତି କାମ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos