କେଉଁ ସବୁ ସଙ୍କେତରୁ ଜାଣିପାରିବେ ଯେ, ଆପଣଙ୍କ ଘରେ ବି ଥାଇପାରେ...

ଭୁତପ୍ରେତ କଥା ଶୁଣିଲେ ଦେହ ଟାଙ୍କୁରି ଉଠେ। ମନ ଭିତରେ ଏକ ଅଜଣା ଭୟ ସଂଚାର ହୁଏ। ଏହି ଭୁତପ୍ରେତକୁ ନେଇ ହଲିଉଡ୍‌ରେ ତିଆରି ହୋଇଛି ଅନେକ୍ ହରର କାହାଣୀ। ବଲିଉଡରେ ମଧ୍ୟ ଏମିତି ସିନେମା କିଛି କମ୍ ନାହିଁ। ସେହିପରି ଭାରତରେ ଏମିତି କିଛି ସ୍ଥାନ ଅଛି ଯାହା ହଣ୍ଟେଡ ପ୍ଲେସ୍‌ ନାମରେ ପରିଚିତ। ତଥାପି ଏହି ଭୁତପ୍ରେତକୁ କେହି ବିଶ୍ୱାସ କରୁଥିବା ବେଳେ କେହି ଅବିଶ୍ୱାସ କରନ୍ତି। ଅନେକଙ୍କ ମତରେ ଏ ସବୁ ହେଉଛି […]

bhoota

bhoota

Rakesh Mallick
  • Published: Tuesday, 02 January 2018
  • Updated: 02 January 2018, 08:10 PM IST

Sports

Latest News

ଭୁତପ୍ରେତ କଥା ଶୁଣିଲେ ଦେହ ଟାଙ୍କୁରି ଉଠେ। ମନ ଭିତରେ ଏକ ଅଜଣା ଭୟ ସଂଚାର ହୁଏ। ଏହି ଭୁତପ୍ରେତକୁ ନେଇ ହଲିଉଡ୍‌ରେ ତିଆରି ହୋଇଛି ଅନେକ୍ ହରର କାହାଣୀ। ବଲିଉଡରେ ମଧ୍ୟ ଏମିତି ସିନେମା କିଛି କମ୍ ନାହିଁ। ସେହିପରି ଭାରତରେ ଏମିତି କିଛି ସ୍ଥାନ ଅଛି ଯାହା ହଣ୍ଟେଡ ପ୍ଲେସ୍‌ ନାମରେ ପରିଚିତ। ତଥାପି ଏହି ଭୁତପ୍ରେତକୁ କେହି ବିଶ୍ୱାସ କରୁଥିବା ବେଳେ କେହି ଅବିଶ୍ୱାସ କରନ୍ତି। ଅନେକଙ୍କ ମତରେ ଏ ସବୁ ହେଉଛି ମନଗଢା କାହାଣି। ସେହିପରି ଘରେ ଯଦି ବାରମ୍ବାର ଅନିଷ୍ଟ ହେଉଥାଏ ତେବେ ଲୋକେ ଭୁତପ୍ରେତ ଉପରେ ସନ୍ଦେହ କରନ୍ତି। ଆଉ ବାସ୍ତୁ ଶାସ୍ତ୍ର ଅନୁସାରେ ରେ ଉପଚାର କରିଥାଆନ୍ତି। ଯେପରି ସବୁଜିନିଷର ବିଭିନ୍ନ ସଙ୍କେତ ଥାଏ, ସେହିପରି ଭୁତପ୍ରେତଙ୍କର ରହିବାର ସଙ୍କେତ ଥାଏ।  ତେବେ କେଉଁ ଲକ୍ଷଣ ଦେଖାଗଲେ ଆପଣଙ୍କ ଘରେ ଭୁତ ଶବାର ହେଉଛନ୍ତି ବୋଲି ଜାଣିବେ ।

ଅଜବ ଶବ୍ଦ ଶୁଭିବା – ବିଶେଷଜ୍ଞଙ୍କ ମତରେ ବିଭିନ୍ନ ସମୟରେ ଯଦି ଘରେ କେହି ଚାଲିଯିବା, କବାଟ ଠକ୍‌ ଠକ୍‌ ହେବା, କୌଣସି ଜିନିଷ ତଳେ ପଡ଼ିଯିବା ଓ ପାଉଁଜି ଶବ୍ଦ ଶୁଭୁ ଥାଏ।  ଏହି ସଙ୍କେତରୁ ଘରେ ଭୁତ ଅଛି ଜାଣିପାରିବେ ।

ହଠାତ୍ ଅତର ବାସ୍ନା ଆସିବା- ଯଦି ଘରେ ହଠାତ୍ କୌଣସି ଅତରର ବାସ୍ନା ଆସେ। ତାହାହେଲେ ଆତ୍ମା  ଆପଣଙ୍କ ଆଖପାଖର ରହୁଛି ବୋଲି ଏହି ସଙ୍କେତରୁ ଜାଣିପାରିବେ।

ପ୍ରତିଛବିର ପ୍ରତିବିମ୍ବ: ଯଦି ଅନ୍ୟ କାହାର ପ୍ରତିଛବି ପରିଲକ୍ଷିତ ହୁଏ, ତେବେ ମନରେ ଭୟ ସଞ୍ଚାର ହୋଇଥାଏ। ଏହି ସଙ୍କେତରୁ କୌଣସି ଆତ୍ମା ଘରେ ବାସ କରୁଛି ବୋଲି ଜାଣିପାରିବେ।

ଘରର କବାଟ ଜୋରରେ ବନ୍ଦ ହୋଇଯିବା- ବେଳେ ବେଳେ ଘରର କବାଟ ଧୀରେ ବନ୍ଦ କରୁଥିଲେ ମଧ୍ୟ ଜୋରରେ ଶବ୍ଦ ହୋଇଥାଏ।ଏଭଳି ସଙ୍କେତ ଭଲ ନୁହେଁ। କୌଣସି ଅଦୃଶ୍ୟ ଶକ୍ତି ଥିବା ଯୋଗୁଁ ଏପରି ହେଉଥିବା ବିଶେଷଜ୍ଞମାନେ କୁହନ୍ତି।

କୌଣସି ଜିନିଷ ଉଭେଇ ଯିବା- ଆମେ ଜିନିଷ ଠିକ୍‌ ସ୍ଥାନରେ ରଖିଥିଲେ ମଧ୍ୟ ବେଳେ ବେଳେ ସେହିସ୍ଥାନରେ  ଜିନିଷ ମିଳି ନ ଥାଏ। ସେଥିପାଇଁ ଆମେ ବିରକ୍ତି  ପ୍ରକାଶ କରିଥାଉ। ଏପରି ଯଦି କିଛି ଘଟୁଛି, ତାହାହେଲେ କୌଣସି ଆତ୍ମା ଏପରି କାମ କରୁଥିବା ବିଶେଷଜ୍ଞମାନେ କୁହନ୍ତି।

ବିଛଣାରେ କେହି ବସିବାର ଦେଖାଯିବା- ବେଳେ ବେଳେ କେହି ବିଛଣା ଉପରେ ବସିଥିବା ଅନୁଭବ ହୁଏ। ସଙ୍ଗେ ସଙ୍ଗେ ଏହା ମଧ୍ୟ ଅଦୃଶ୍ୟ ହୋଇଯାଇଥାଏ।  ଯଦି ଏପରି ସଙ୍କେତ ପାଉଛନ୍ତି, ତାହାହେଲେ କୌଣସି ଅଦୃଶ୍ୟ ଶକ୍ତି ଯୋଗୁଁ ଏପରି ଘଟୁଥିବା କୁହାଯାଏ।

ପିଛା କରିବା- କୁଆଡେ ଗଲାବେଳେ ଆମକୁ ଅନେକ ସମୟରେ ଲାଗେ କେହି ଜଣେ ପିଛା କରୁଛି।  ତାହାହେଲେ ସାବଧାନ! ଏପରି ସଙ୍କେତ କୌଣସି ଆତ୍ମାର ବି ହୋଇପାରେ।

କାନ୍ଦିବାର ଶବ୍ଦ- ବେଳେ ବେଳେ ଘର ଆଖପାଖରେ ଅଜଣା କାନ୍ଦ ସ୍ୱର ଶୁଭିଥାଏ।  ପଡ଼ୋଶୀର ଘରରରେ କିଏ କାନ୍ଦୁଛି ବୋଲି ଆମେ ଭାବିଥାଉ।  କିନ୍ତୁ ବାହାରକୁ ଯାଇ ଦେଖିଲେ ଏପରି କିଛି ଘଟି ନ ଥାଏ। ଏପରି କୌଣସି ଆତ୍ମାର କାମ ହୋଇଥାପାରେ ବୋଲି ବିଷଶେଜ୍ଞ ମତ ।

ସେହିପରି ବେଳେ ବେଳେ ଆମକୁ କିଏ  ଜାବୁଡ଼ି ଧରିଛି ବୋଲି ଲାଗିଥାଏ। କିନ୍ତୁ କେହି ଧରି ନ ଥାନ୍ତି। ଏହା ବି କୌଣସି ପ୍ରେତଆତ୍ମର ହୋଇଥାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story