ବୁଦ୍ଧିମାନ ବ୍ୟକ୍ତିଙ୍କ ମଧ୍ୟରେ ଥାଏ ଏସବୁ ସ୍ୱତନ୍ତ୍ର ଲକ୍ଷଣ

ଦୁନିଆରେ ବିଭିନ୍ନ ସ୍ୱଭାବର ବ୍ୟକ୍ତି ରହିଥାନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱଭାବରେ କିଛି ନିଜସ୍ୱ ସ୍ୱତନ୍ତ୍ରତା ରହିଥାଏ। କିଛି ଲୋକଙ୍କ ମଧ୍ୟରେ ଭଲ ଲକ୍ଷ୍ୟଣ ଥିବା ବେଳେ ଅନ୍ୟ କେତେକଙ୍କ ମଧ୍ୟରେ ମନ୍ଦ ଗୁଣ ପରିଲକ୍ଷିତ ହୋଇଥାଏ। ତେବେ ପ୍ରକୃତ ବୁଦ୍ଧିମାନ ବ୍ୟକ୍ତିଙ୍କ ମଧ୍ୟରେ କେତେଗୁଡ଼ିଏ  ଉତ୍ତମ ଲକ୍ଷ୍ୟଣ ଦେଖାଯାଇଥାଏ। ଏମାନେ କେବେବି ଏହି ଗୁଣକୁ ପରିହାର କରନ୍ତି ନାହିଁ। ଆମେ ଆଜି ଆପଣଙ୍କୁ ଏହି ଏହି ଉତ୍ତମ ଲକ୍ଷଣ ଗୁଡ଼ିକ ସହିତ ପରିଚିତ କରାଇବୁ, ଯାହା ଜଣେ […]

untitle_Fotor_Collage

untitle_Fotor_Collage

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 03:36 PM IST

ଦୁନିଆରେ ବିଭିନ୍ନ ସ୍ୱଭାବର ବ୍ୟକ୍ତି ରହିଥାନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱଭାବରେ କିଛି ନିଜସ୍ୱ ସ୍ୱତନ୍ତ୍ରତା ରହିଥାଏ। କିଛି ଲୋକଙ୍କ ମଧ୍ୟରେ ଭଲ ଲକ୍ଷ୍ୟଣ ଥିବା ବେଳେ ଅନ୍ୟ କେତେକଙ୍କ ମଧ୍ୟରେ ମନ୍ଦ ଗୁଣ ପରିଲକ୍ଷିତ ହୋଇଥାଏ। ତେବେ ପ୍ରକୃତ ବୁଦ୍ଧିମାନ ବ୍ୟକ୍ତିଙ୍କ ମଧ୍ୟରେ କେତେଗୁଡ଼ିଏ  ଉତ୍ତମ ଲକ୍ଷ୍ୟଣ ଦେଖାଯାଇଥାଏ। ଏମାନେ କେବେବି ଏହି ଗୁଣକୁ ପରିହାର କରନ୍ତି ନାହିଁ। ଆମେ ଆଜି ଆପଣଙ୍କୁ ଏହି ଏହି ଉତ୍ତମ ଲକ୍ଷଣ ଗୁଡ଼ିକ ସହିତ ପରିଚିତ କରାଇବୁ, ଯାହା ଜଣେ ବୁଦ୍ଧିମାନେ ବ୍ୟକ୍ତି ମଧ୍ୟରେ ରହିଥାଏ।

୧.ବୁଦ୍ଧିମାନ ବ୍ୟକ୍ତି ସଦା କର୍ମଠ ହୋଇଥାନ୍ତି। ସେମାନେ ନିଜ କାର୍ଯ୍ୟରେ କଦାପି ହାର୍‌ମାନନ୍ତି ନାହିଁ। କାର୍ଯ୍ୟରେ ଥରେ ଅସଫଳ ହେଲେ ସଫଳତା ପାଇବା ପାଇଁ ଦ୍ୱିତୀୟ ଥର ସେହି କାର୍ଯ୍ୟକୁ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ଓ ଦ୍ୱିତୀୟ ଥରରେ ହିଁ ସଫଳତା ପାଇଥାନ୍ତି।

୨.ବୁଦ୍ଧିମାନ ବ୍ୟକ୍ତିଙ୍କ ମଧ୍ୟରେ ନକାରାତ୍ମକ ଭାବନା ଆଦୌ ନ ଥାଏ। ସେ ସବୁବେଳେ ମନରେ ସକାରାତ୍ମକ ଚିନ୍ତାଧାରା ପୋଷଣ କରେ। ପ୍ରତ୍ୟେକ ଘଟଣାକୁ ସକାରାତ୍ମକ ଚିନ୍ତାଧାରା ସହିତ ବିଚାର କରିଥାଏ। ସୁସ୍ଥ ଚିନ୍ତାଧାରା ସହିତ ବିଚାର କଲେ ସମସ୍ୟାର ସମାଧାନ ହୋଇଥାଏ ବୋଲି ବୁଦ୍ଧିମାନ ବ୍ୟକ୍ତି ଭାବନ୍ତି।

୩.ବୁଦ୍ଧିମାନ ବ୍ୟକ୍ତି ଆଦୌ ସମୟ ନଷ୍ଟ କରନ୍ତି ନାହିଁ। ସେ ସର୍ବଦା ସମୟର ସଦୁପଯୋଗ କରିଥାନ୍ତି।

୪.ପ୍ରକୃତ ବୁଦ୍ଧିମାନ ବ୍ୟକ୍ତି ମନରେ କାହା ପ୍ରତି ହୀନ ଭାବନା ପୋଷଣ କରେ ନାହିଁ। ସେ ସବୁବେଳେ ଅନ୍ୟର ସମ୍ମାନ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story