ସ୍ମାର୍ଟସିଟି ତାଲିକାରୁ କଟକ ବାଦ ପଡିବା ଘଟଣା: ସ୍ପଷ୍ଟିକରଣ ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟର ଦୁଇଟି ସହର ରାଜଧାନୀ ଭୁବନେଶ୍ୱର ଓ ଷ୍ଟିଲସିଟି ରାଉରକେଲା ସ୍ମାର୍ଟସିଟି ତାଲିକାରେ ରହିଛନ୍ତି । ତେବେ ୧୦୦୦ ବର୍ଷର ସହର କଟକ ସ୍ମାର୍ଟସିଟି ତାଲିକାରୁ ବାଦ ପଡିବାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଥିବା ବେଳେ ଏ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟିକରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ମାର୍କ ଆଧାରରେ କଟକକୁ ଏହି ତାଲିକାରେ ବାଦ ଦିଆଯାଇଛି […]

highcourt

highcourt

Rakesh Mallick
  • Published: Monday, 21 September 2015
  • Updated: 21 September 2015, 12:47 PM IST

Sports

Latest News

highcourtକଟକ: ରାଜ୍ୟର ଦୁଇଟି ସହର ରାଜଧାନୀ ଭୁବନେଶ୍ୱର ଓ ଷ୍ଟିଲସିଟି ରାଉରକେଲା ସ୍ମାର୍ଟସିଟି ତାଲିକାରେ ରହିଛନ୍ତି । ତେବେ ୧୦୦୦ ବର୍ଷର ସହର କଟକ ସ୍ମାର୍ଟସିଟି ତାଲିକାରୁ ବାଦ ପଡିବାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଥିବା ବେଳେ ଏ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟିକରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ମାର୍କ ଆଧାରରେ କଟକକୁ ଏହି ତାଲିକାରେ ବାଦ ଦିଆଯାଇଛି ସେ ବିଷୟରେ ସରକାର ଜଣାଇବାକୁ ହାଇକୋର୍ଟ ତାଙ୍କ ଶୁଣାଣିରେ କହିଛନ୍ତି । ଏହାସହ ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୮ ତାରିଖରେ ତାରିଖରେ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story