ସୁବର୍ଣ୍ଣପୁର, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ମରୁଡ଼ି ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍

ସୋନପୁର/ବଲାଙ୍ଗିର/ବରଗଡ଼: ଓଡିଶାରେ ମରୁଡ଼ି ସ୍ଥିତିର ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ର କୃଷି ମନ୍ତ୍ରାଳୟର ଅତିରିକ୍ତ କମିଶନର ବି. ପି. ମଲ୍ଲିକଙ୍କ ନେତୃତ୍ୱରେ ଆସିଥିବା ଏକ ୩ ଜଣିଆ ପ୍ରତିନିଧି ଦଳ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି। ଆଜି ସକାଳୁ ଏହି ଟିମ ସୋନପୁର ବ୍ଲକର ମୟୂରଉଡାନ, ଖଲିଆପଲି, ଖମଶିରିପାଲି ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଥିସହ ତରଭା ବ୍ଲକର ସରଗଜ ଏବଂ ତୁଲୁଣ୍ଡା ପଂଚାୟତର ବିଭିନ୍ନ ଗାଁ ବୁଲି ଦେଖିଛନ୍ତି। ସୁବର୍ଣ୍ଣପୁର ପରେ ବଲାଙ୍ଗିର […]

bargarh

bargarh

Rakesh Mallick
  • Published: Wednesday, 07 October 2015
  • Updated: 07 October 2015, 01:40 PM IST

Sports

Latest News

[caption id="attachment_38154" align="alignleft" width="300"]bargarh ବରଗଡ଼ ଜିଲ୍ଲାର ମରୁଡ଼ିଗ୍ରସ୍ତ ଅଞ୍ଚଳର ଚାଷୀମାନଙ୍କ ସହିତ କେନ୍ଦ୍ରୀୟ ଟିମ୍[/caption]

ସୋନପୁର/ବଲାଙ୍ଗିର/ବରଗଡ଼: ଓଡିଶାରେ ମରୁଡ଼ି ସ୍ଥିତିର ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ର କୃଷି ମନ୍ତ୍ରାଳୟର ଅତିରିକ୍ତ କମିଶନର ବି. ପି. ମଲ୍ଲିକଙ୍କ ନେତୃତ୍ୱରେ ଆସିଥିବା ଏକ ୩ ଜଣିଆ ପ୍ରତିନିଧି ଦଳ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି। ଆଜି ସକାଳୁ ଏହି ଟିମ ସୋନପୁର ବ୍ଲକର ମୟୂରଉଡାନ, ଖଲିଆପଲି, ଖମଶିରିପାଲି ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଥିସହ ତରଭା ବ୍ଲକର ସରଗଜ ଏବଂ ତୁଲୁଣ୍ଡା ପଂଚାୟତର ବିଭିନ୍ନ ଗାଁ ବୁଲି ଦେଖିଛନ୍ତି।

ସୁବର୍ଣ୍ଣପୁର ପରେ ବଲାଙ୍ଗିର ଜିଲ୍ଲା ଯାଇଥିଲେ କେନ୍ଦ୍ରୀୟ ଟିମ୍। ସେମାନେ  ବଲାଙ୍ଗିର ଉପକଣ୍ଠରେ ଥିବା କୁରୁଳ ଗାଁକୁ ଯାଇ କିଛି ସମୟ ବିଲରେ ବୁଲିବା ପରେ, ନିକଟରେ ଥିବା କଙ୍କରିଆ ଗାଁକୁ ଯାଇ ଚାଷୀଙ୍କ ସହିତ ଆଲୋଚନା କରିଥିଲେ  ଟିମର ଦୁଇ ସଦସ୍ୟ। ଏବର୍ଷ ବଲାଙ୍ଗିର ଜିଲ୍ଲାରେ ୫୦ ପ୍ରତିଶତ କମ୍ ବର୍ଷା ହୋଇଛି। ଜଳ ସେଚନର ସୁବିଧା ନଥିବାରୁ ପୂରା ଜିଲ୍ଲାରେ ମୁରୁଡିର କରାଳ ଛାୟା।

ବରଗଡ଼ ଜିଲ୍ଲାରେ ପହଞ୍ଚି ମରୁଡି ସ୍ଥିତିର ଅନୁଧ୍ୟାନ କରିଛନ୍ତି ଅନ୍ୟ ଏକ ତିନି ଜଣିଆ ଟିମ୍। ଏମାନେ ପଦ୍ମପୁର ଓ ବିଜେପୁର ବ୍ଲକ୍ ଗାଁରେ ମରୁଡ଼ି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଟିମ୍ ପ୍ରଥମେ ବିଜେପୁର ବ୍ଲକର ବାଉଁଶପୁଲା, ଭଟିଗାଁ, ମାଝିପାଲି ଗାଁ ପରିଦର୍ଶନ କରିଛନ୍ତି।  ପରେ ସେମାନେ ପଦ୍ମପୁର ବ୍ଲକର ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲିଥିଲେ।

ମରୁଡି ପ୍ରଭାବିତ ମୋଟ ୮ଟି ଜିଲ୍ଲା ପରିଦର୍ଶନ କରି ଏହି କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରିବ। ଏହି ୮ଟି ଜିଲ୍ଲା ହେଉଛି ସୋନପୁର, ବରଗଡ଼, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗିର।

ଅନ୍ୟପକ୍ଷରେ କେନ୍ଦ୍ରୀୟ ଟିମର ଏହି ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, କେନ୍ଦ୍ରୀୟ ଟିମର ମରୁଡ଼ିଗ୍ରସ୍ତ ଅଞ୍ଚଳ ଗସ୍ତ ବିଶେଷ କିଛି ଫଳପ୍ରଦ ହେବ ନାହିଁ। ଚାଷୀମାନଙ୍କ ପାଇଁ ଯାହା କରିବା କଥା ତାହା ରାଜ୍ୟ ସରକାର ହିଁ କରିବେ। ଦଶହରା ପୂର୍ବରୁ ରାଜ୍ୟ କୃଷି ବିଭାଗ ମରୁଡ଼ି ସ୍ଥିତି ନେଇ ରିପୋର୍ଟ ଦେବ। ଉକ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ।

ବିଜେପି କହିଛି ଯେ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ଅନୁଧ୍ୟାନକାରୀ ଟିମ୍ ପଠାଇ ରାଜ୍ୟର ମରୁଡ଼ି ସ୍ଥିତିର ଆକଳନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story