ସୋନପୁର: ମଧ୍ୟାହ୍ନ ଭୋଜନ ଖାଇ କେନ୍ଦୁପାଲି ସରକାରୀ ଉନ୍ନୀତ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ

ସୋନପୁର: ସୋନପୁର ଜିଲ୍ଲା କେନ୍ଦୁପାଲି ସରକାରୀ ଉନ୍ନୀତ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନ ଭୋଜନ ଖାଇ ପ୍ରାୟ ଶହେ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବୀରମହାରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ  ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଅଟକ ରଖିଥିଲେ। ଅନ୍ୟପକ୍ଷରେ କେଉଁ କାରଣରୁ ମଧ୍ୟାହ୍ନ ଭୋଜନ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଲେ ତାହା ଜଣାପଡ଼ିନି। ବୀରମହାରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର  […]

sonpur

sonpur

Rakesh Mallick
  • Published: Saturday, 06 February 2016
  • Updated: 07 February 2016, 01:57 AM IST

Sports

Latest News

[caption id="attachment_67204" align="alignleft" width="300"]sonpur2 ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀମାନେ ଅସୁସ୍ଥ ହେବା ପରେ ସ୍କୁଲରେ ଉତ୍ତେଜନା[/caption]

ସୋନପୁର: ସୋନପୁର ଜିଲ୍ଲା କେନ୍ଦୁପାଲି ସରକାରୀ ଉନ୍ନୀତ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନ ଭୋଜନ ଖାଇ ପ୍ରାୟ ଶହେ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବୀରମହାରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ  ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଅଟକ ରଖିଥିଲେ। ଅନ୍ୟପକ୍ଷରେ କେଉଁ କାରଣରୁ ମଧ୍ୟାହ୍ନ ଭୋଜନ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଲେ ତାହା ଜଣାପଡ଼ିନି।

ବୀରମହାରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର  ସ୍ୱପ୍ନେଶ ମିଶ୍ର କହିଛନ୍ତି, ବିଭିନ୍ନ ବୟସର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଚାରି-ପାଞ୍ଚ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଦୁଇ-ତିନି ଜଣଙ୍କୁ ସାଲାଇନ୍ ଦିଆଯାଇଛି। ବାକି ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେମାନଙ୍କୁ ଔଷଧ ଦିଆଯାଇଛି। ସେମାନଙ୍କ ପେଟ ବିନ୍ଧା କମିଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସ୍କୁଲର ଜଣେ ଛାତ୍ରୀ ରୋଜି ମେହେର କହିଛନ୍ତି ଯେ ଖାଇ ସାରି ଥାଳି ଧୋଇବା ବେଳେ ପେଟ ଜଳିବା ଆରମ୍ଭ କରିଥିଲା। ସେ ଏନେଇ ଦିଦିଙ୍କୁ ଜଣାଇଥିଲେ। ତା’ପରେ କିଛି ସାଙ୍ଗ ତାଙ୍କୁ ଘରେ ଛାଡ଼ି ଆସିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଭାତ ପୂରା ଟାଣ ଲାଗୁଥିଲା। ଚାଉଳ ସିଝି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story