ପିଇପାରିବେ, ଗାଧୋଇ ବି ପାରିବେ

ବୁଲାବୁଲି କରିବାକୁ ପସନ୍ଦ କରୁଥିବା ଲୋକେ ସବୁ ବେଳେ ନୂଆ ନୂଆ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ଜାଣିବାକୁ ଚାହିଁଥାନ୍ତି। ଦୁନିଆରେ ସବୁଠାରୁ ଉଚ୍ଚ ଟାୱାର ହେଉ କି ସବୁଠାରୁ ଉଚ୍ଚ କୋଠା, ସେମାନେ ଏସବୁ ସ୍ଥାନ ବୁଲିବାକୁ ପସନ୍ଦ କରିଥାନ୍ତି। ଯଦି ଆପଣ ବି ଏଭଳି ଆଗ୍ରହ ରଖନ୍ତି, ତେବେ ସ୍ପେନ୍‌ ନିଶ୍ଚିତ ଯାଆନ୍ତୁ। ଏଠାରେ ଥିବା ବିୟର ବାର୍ ସ୍ପାରେ ଗାଧୋଇବାର ମଜା ଅଲଗା। ଏହି ବିୟର ବାରରେ ଆପଣ କେବଳ ବିୟର ପିଇବେ ନାହିଁ, […]

bearbar

bearbar

Rakesh Mallick
  • Published: Saturday, 03 March 2018
  • Updated: 03 March 2018, 10:35 AM IST

ବୁଲାବୁଲି କରିବାକୁ ପସନ୍ଦ କରୁଥିବା ଲୋକେ ସବୁ ବେଳେ ନୂଆ ନୂଆ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ଜାଣିବାକୁ ଚାହିଁଥାନ୍ତି। ଦୁନିଆରେ ସବୁଠାରୁ ଉଚ୍ଚ ଟାୱାର ହେଉ କି ସବୁଠାରୁ ଉଚ୍ଚ କୋଠା, ସେମାନେ ଏସବୁ ସ୍ଥାନ ବୁଲିବାକୁ ପସନ୍ଦ କରିଥାନ୍ତି। ଯଦି ଆପଣ ବି ଏଭଳି ଆଗ୍ରହ ରଖନ୍ତି, ତେବେ ସ୍ପେନ୍‌ ନିଶ୍ଚିତ ଯାଆନ୍ତୁ। ଏଠାରେ ଥିବା ବିୟର ବାର୍ ସ୍ପାରେ ଗାଧୋଇବାର ମଜା ଅଲଗା।

ଏହି ବିୟର ବାରରେ ଆପଣ କେବଳ ବିୟର ପିଇବେ ନାହିଁ, ଚାହିଁଲେ ଏଥିରେ ଆପଣ ଗାଧୋଇ ପାରିବେ। ସ୍ପେନ୍‌ର ଗ୍ରନାଡା ସହରରେ ଏହି ବିୟର ବାର୍‌ ସ୍ପା ଖୋଲିଛି। ଏଠାରେ ଗ୍ରାହକ ବିୟର ଟବ୍‌ରେ ଗାଧୋଇବା ସହ ଏହାକୁ ପିଇବାର ମଜା ନେଇଥାନ୍ତି। ଆଣ୍ଟିଅକ୍ସିଡେଟ୍ସ ଓ ଭିଟାମିନ ବିରେ ଭରପୂର ବିୟର ଆପଣଙ୍କ ସ୍କିନ୍‌ ଓ ବାଳ ପାଇଁ ବହୁତ ଭଲ ବୋଲି କୁହାଯାଇଥାଏ।

ସେହିପରି ସ୍ପେନ୍‌ର ଗ୍ରନାଡା ସହରରେ ରହିଛି ଆଉ କିଛି ପର୍ଯ୍ୟଟନ ସ୍ଥଳ। ମୁସଲିମ ଶାସନ ସମୟରେ ଏହା ଫ୍ୟାସନ୍‌ ପାଇଁ ସବୁଠାରୁ ବଡ଼ ସହର ଥିଲା। ଏହି ସହରର ଶିଳ୍ପ କଳା ଉପରେ ଆରବୀ ପ୍ରଭାବ ଦେଖିବାକୁ ମିଳିଥାଏ। ୟୁରୋପର ସବୁଠାରୁ ସୁନ୍ଦର ମହଲ ଅହମ୍ବରା ଏହି ସହରରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story