ବୁଲାବୁଲି କରିବାକୁ ପସନ୍ଦ କରୁଥିବା ଲୋକେ ସବୁ ବେଳେ ନୂଆ ନୂଆ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ଜାଣିବାକୁ ଚାହିଁଥାନ୍ତି। ଦୁନିଆରେ ସବୁଠାରୁ ଉଚ୍ଚ ଟାୱାର ହେଉ କି ସବୁଠାରୁ ଉଚ୍ଚ କୋଠା, ସେମାନେ ଏସବୁ ସ୍ଥାନ ବୁଲିବାକୁ ପସନ୍ଦ କରିଥାନ୍ତି। ଯଦି ଆପଣ ବି ଏଭଳି ଆଗ୍ରହ ରଖନ୍ତି, ତେବେ ସ୍ପେନ୍ ନିଶ୍ଚିତ ଯାଆନ୍ତୁ। ଏଠାରେ ଥିବା ବିୟର ବାର୍ ସ୍ପାରେ ଗାଧୋଇବାର ମଜା ଅଲଗା।
ଏହି ବିୟର ବାରରେ ଆପଣ କେବଳ ବିୟର ପିଇବେ ନାହିଁ, ଚାହିଁଲେ ଏଥିରେ ଆପଣ ଗାଧୋଇ ପାରିବେ। ସ୍ପେନ୍ର ଗ୍ରନାଡା ସହରରେ ଏହି ବିୟର ବାର୍ ସ୍ପା ଖୋଲିଛି। ଏଠାରେ ଗ୍ରାହକ ବିୟର ଟବ୍ରେ ଗାଧୋଇବା ସହ ଏହାକୁ ପିଇବାର ମଜା ନେଇଥାନ୍ତି। ଆଣ୍ଟିଅକ୍ସିଡେଟ୍ସ ଓ ଭିଟାମିନ ବିରେ ଭରପୂର ବିୟର ଆପଣଙ୍କ ସ୍କିନ୍ ଓ ବାଳ ପାଇଁ ବହୁତ ଭଲ ବୋଲି କୁହାଯାଇଥାଏ।
ସେହିପରି ସ୍ପେନ୍ର ଗ୍ରନାଡା ସହରରେ ରହିଛି ଆଉ କିଛି ପର୍ଯ୍ୟଟନ ସ୍ଥଳ। ମୁସଲିମ ଶାସନ ସମୟରେ ଏହା ଫ୍ୟାସନ୍ ପାଇଁ ସବୁଠାରୁ ବଡ଼ ସହର ଥିଲା। ଏହି ସହରର ଶିଳ୍ପ କଳା ଉପରେ ଆରବୀ ପ୍ରଭାବ ଦେଖିବାକୁ ମିଳିଥାଏ। ୟୁରୋପର ସବୁଠାରୁ ସୁନ୍ଦର ମହଲ ଅହମ୍ବରା ଏହି ସହରରେ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।