ଶ୍ରାବଣ ଶେଷ ସୋମବାର: ବିଭିନ୍ନ ଦେବାଳୟରେ କାଉଡିଆଙ୍କ ଭିଡ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏଥିପାଇଁ  ବିଭିନ୍ନ ଶୈବ ପୀଠରେ ଜଳଳାଗି କରୁଛନ୍ତି କାଉଡିଆ । ବିଭିନ୍ନ ଜଳାଶୟରୁ ଜଳ ଆଣି ଭୋଲାବାବାଙ୍କ ନିକଟରେ ଜଳ ଲାଗି କରୁଛନ୍ତି । ଏଥିପାଇ ରାଜ୍ୟର ପ୍ରାୟ ସବୁ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଛି । ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଢେଙ୍କ।ନାଳର କପିଳାସ, ଆଠଗଡର ଧବଳେଶ୍ୱର, ଭଦ୍ରକର ହାଖଣ୍ଡଳମଣି, ଯାଜପୁରର ମହାବିନାୟକ, ଜୟପୁରର ଗୁପ୍ତେଶ୍ୱର ସମେତ ରାଜ୍ୟର ପ୍ରମୁଖ ଶିବ […]

bolbam

bolbam

Rakesh Mallick
  • Published: Monday, 24 August 2015
  • Updated: 24 August 2015, 03:16 AM IST

Sports

Latest News

ଭୁବନେଶ୍ୱର: ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏଥିପାଇଁ  ବିଭିନ୍ନ ଶୈବ ପୀଠରେ ଜଳଳାଗି କରୁଛନ୍ତି କାଉଡିଆ । ବିଭିନ୍ନ ଜଳାଶୟରୁ ଜଳ ଆଣି ଭୋଲାବାବାଙ୍କ ନିକଟରେ ଜଳ ଲାଗି କରୁଛନ୍ତି । ଏଥିପାଇ ରାଜ୍ୟର ପ୍ରାୟ ସବୁ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଛି । ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଢେଙ୍କ।ନାଳର କପିଳାସ, ଆଠଗଡର ଧବଳେଶ୍ୱର, ଭଦ୍ରକର ହାଖଣ୍ଡଳମଣି, ଯାଜପୁରର ମହାବିନାୟକ, ଜୟପୁରର ଗୁପ୍ତେଶ୍ୱର ସମେତ ରାଜ୍ୟର ପ୍ରମୁଖ ଶିବ ପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳୁଛି । ଏସବୁ ସ୍ଥାନରେ ମନ୍ଦିର ପ୍ରଶାସନ ପକ୍ଷରୁ ଜଳଲାଗି ସୁରୁଖୁରରେ ହେବ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଛି । କାଉଡିଆମାନେ ଲମ୍ବା ଧାଡିଲେ ଆସି ମହାଦେବଙ୍କ ଠାରେ ଜଳଲାଗି କରୁଛନ୍ତି । ସେହିପରି ଶାନ୍ତିଶୃଙ୍ଖଳା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଦେବାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story