ଆରମ୍ଭ ହେଲା ଶ୍ରୀମନ୍ଦିର ଜଗମୋହନ ମରାମତି କାମ

ପୁରୀ: ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିବା ଜଗମୋହନ କଲମ୍ କ୍ୟାପିଟାଲ ପଥରର ପିନିଂ ଓ ଗ୍ରାଉଟିଂ କାମ ଆଜିଠାରୁ ଆରମ୍ଭ ହୋଇଛି। ଏହି ପଥରକୁ ଷ୍ଟିଲ ପ୍ଲେଟରେ  କନଫାଇନ୍‌ମେଣ୍ଟ କରାଯିବ। ସେଥିପାଇଁ ପୂର୍ବରୁ ଆସିଥିବା ଷ୍ଟେନ୍‌ଲେସ୍‌ ଷ୍ଟିଲ ଚଦରକୁ ପ୍ଲାଜମା ମେସିନ୍ ଦ୍ୱାରା ମଡେଲ ଅନୁଯାୟୀ କଟାଯିବ। ୧୧ କିମ୍ବା ୧୨ ତାରିଖ ସୁଦ୍ଧା କଲମ୍ କ୍ୟାପିଟାଲର କନଫାଇନମେଣ୍ଟ କରାଯିବ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଜଗମୋହନ ଉତ୍ତର-ପଶ୍ଚିମ କୋଣରେ ଥିବା ପିଲାରରେ ଜ୍ୟାକେଟିଂ ଓ କନଫାଇନମେଣ୍ଟ କାମ […]

puri

puri

Rakesh Mallick
  • Published: Tuesday, 07 June 2016
  • Updated: 07 June 2016, 02:49 PM IST

Sports

Latest News

ପୁରୀ: ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିବା ଜଗମୋହନ କଲମ୍ କ୍ୟାପିଟାଲ ପଥରର ପିନିଂ ଓ ଗ୍ରାଉଟିଂ କାମ ଆଜିଠାରୁ ଆରମ୍ଭ ହୋଇଛି। ଏହି ପଥରକୁ ଷ୍ଟିଲ ପ୍ଲେଟରେ  କନଫାଇନ୍‌ମେଣ୍ଟ କରାଯିବ। ସେଥିପାଇଁ ପୂର୍ବରୁ ଆସିଥିବା ଷ୍ଟେନ୍‌ଲେସ୍‌ ଷ୍ଟିଲ ଚଦରକୁ ପ୍ଲାଜମା ମେସିନ୍ ଦ୍ୱାରା ମଡେଲ ଅନୁଯାୟୀ କଟାଯିବ। ୧୧ କିମ୍ବା ୧୨ ତାରିଖ ସୁଦ୍ଧା କଲମ୍ କ୍ୟାପିଟାଲର କନଫାଇନମେଣ୍ଟ କରାଯିବ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଜଗମୋହନ ଉତ୍ତର-ପଶ୍ଚିମ କୋଣରେ ଥିବା ପିଲାରରେ ଜ୍ୟାକେଟିଂ ଓ କନଫାଇନମେଣ୍ଟ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ୭ଟି ପକେଟକୁ ମଡେଲ ଅନୁସାରେ ଷ୍ଟେନଲେସ ଷ୍ଟିଲର ଷ୍ଟ୍ରକଚର କରାଯିବ। ରଥଯାତ୍ରା ସମୟରେ  ଏସବୁ ଲଗାଯିବ। ୪ଟି ପିଲାର ଓ ପିଲାର ଉପରି ଭାଗକୁ କନଫାଇମେଣ୍ଟ ଦ୍ୱାରା ଦୃଢୀଭୂତ କରାଯିବ ବୋଲି କୋରକମିଟି ଅଧ୍ୟକ୍ଷ ପ୍ରଫେସର ଏ.ପି. ଗୁପ୍ତା କହିଛନ୍ତି।

ଅନ୍ୟପକ୍ଷରେ ସ୍ନାନଯାତ୍ରା ପାଇଁ କେବଳ ଦୁର୍ବଳ କିଛି ସ୍ଥାନ ବ୍ୟତୀତ ଆବଶ୍ୟକ ଲୁହାଭାର ହଟାଇ ଦିଆଯିବା ପାଇଁ ବରିଷ୍ଠ ଦଇତାପତିଙ୍କ ସହ ଆଲୋଚନା କରାଯାଇଛି ବୋଲି କୋର କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ମିତ୍ର  କହିଛନ୍ତି।

ଆଜି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର କବାଟ ଲଗାଯାଉଛି। ୧୭ ଫୁଟ ଉଚ୍ଚତା ଓ ୮ ଫୁଟ୍ ଚଉଡ଼ାର ଏହି କବାଟ ଭୋଇ ସେବକମାନେ ଲଗାଇଛନ୍ତି। ୪ଟି ଦ୍ୱାରର କବାଟ ଦୁର୍ବଳ ହୋଇଯିବା ପରେ ସେସବୁକୁ ନୂଆ କରି ଲଗାଯାଉଛି। ପ୍ରଥମେ ଉତ୍ତର ଦ୍ୱାର କବାଟ ଲଗାସରିଛି। ପୁରୁଣା କବାଟ ବାହାର କରାଯାଇ ସମ୍ପୂର୍ଣ୍ଣ ଭାବେ ନୂଆ କବାଟ ଲଗାଯାଉଛି। କବାଟ ଉପରେ ପିତ୍ତଳ ଆସ୍ତରଣ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story