କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରି ବନ୍ଧା ହେଲେ ଯୁବ କଂଗ୍ରେସ ସଭାପତି

[vc_row][vc_column][vc_video link=": କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ଘଟଣାରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କୁ ପୋଲିସ୍ ଗିରଫ କରିଛି। ତାଙ୍କ ସହିତ ୪ ଜଣ ଯୁବ କଂଗ୍ରେସ କର୍ମୀ ମଧ୍ୟ ଗିରଫ ହୋଇଛନ୍ତି ବୋଲି ପୋଲିସ୍ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି।

ଆଜି କେନ୍ଦ୍ର ମନ୍ତ୍ରୀ ରାଜ୍ୟ ଅତିଥି ଭବନରୁ ବାହାରିବା ବେଳେ ଯୁବ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହ ତାଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଅଣ୍ଡା ଫୋପାଡ଼ି ଥିଲେ। ଏନେଇ କ୍ୟାପିଟାଲ୍ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରିଥିଲା।

ଅନ୍ୟପକ୍ଷରେ କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଉପରକୁ ଅଣ୍ଡାମାଡ଼ ହୋଇନାହିଁ। ତାଙ୍କ ଚାରିପାଖେ ବିଜେପି ଝଣ୍ଡା ଘେରି ରହିଥିଲା। କେହି କଳାପତାକା ଦେଖାଇ ନାହାନ୍ତି।[/vc_column_text][/vc_column][/vc_row]

Ordigital Desk
• Published: Saturday, 10 June 2017
• Updated: 10 June 2017, 02:55 PM IST

[vc_row][vc_column][vc_video link=": କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ଘଟଣାରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କୁ ପୋଲିସ୍ ଗିରଫ କରିଛି। ତାଙ୍କ ସହିତ ୪ ଜଣ ଯୁବ କଂଗ୍ରେସ କର୍ମୀ ମଧ୍ୟ ଗିରଫ ହୋଇଛନ୍ତି ବୋଲି ପୋଲିସ୍ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି।

ଆଜି କେନ୍ଦ୍ର ମନ୍ତ୍ରୀ ରାଜ୍ୟ ଅତିଥି ଭବନରୁ ବାହାରିବା ବେଳେ ଯୁବ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହ ତାଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଅଣ୍ଡା ଫୋପାଡ଼ି ଥିଲେ। ଏନେଇ କ୍ୟାପିଟାଲ୍ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରିଥିଲା।

ଅନ୍ୟପକ୍ଷରେ କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଉପରକୁ ଅଣ୍ଡାମାଡ଼ ହୋଇନାହିଁ। ତାଙ୍କ ଚାରିପାଖେ ବିଜେପି ଝଣ୍ଡା ଘେରି ରହିଥିଲା। କେହି କଳାପତାକା ଦେଖାଇ ନାହାନ୍ତି।[/vc_column_text][/vc_column][/vc_row]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos